Monday, August 31, 2026
23.4 C
Odisha

    ମଝି ଚିଲିକାରୁ ଉଦ୍ଧାର ହେଲେ ଯାତ୍ରୀ, ବିପଦରେ ଫସିଥିଲା ୩୦ରୁ ଅଧିକ ଯାତ୍ରୀଙ୍କ ଜୀବନ

    ଆଗକୁ ପଢନ୍ତୁ

    ମଝି ଚିଲିକାରୁ ଉଦ୍ଧାର ହେଲେ ଯାତ୍ରୀ । ଅନ୍ୟ ଏକ ଡଙ୍ଗାରେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଆଜି ସକାଳେ ଜହ୍ନିକୁଦା ଘାଟରୁ ୩୦ ଯାତ୍ରୀ ସମେତ ୮ଟି ବାଇକ୍ ନେଇ ସାତପଡ଼ା ଯିବା ବେଳେ ଡଙ୍ଗାରେ ଦେଖାଦେଇଥିଲା ଯାନ୍ତ୍ରିକ ତ୍ରୁଟି । ଡଙ୍ଗାର ମେସିନ ଖରାପ ହୋଇଯିବାରୁ ମଝି ଚିଲିକାରେ ଫସି ରହିଥିଲେ ଯାତ୍ରୀ । ଘଟଣା ଜଣାପଡ଼ିବା ପରେ ଯାତ୍ରୀଙ୍କୁ ଉଦ୍ଧାର ପାଇଁ ଅନ୍ୟ ଏକ ଡଙ୍ଗା ପଠାଯାଇଥିଲା । ଦୀର୍ଘ ସମୟ ଫସି ରହିବା ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    23.4 ° C
    23.4 °
    23.4 °
    98 %
    1.8kmh
    100 %
    Mon
    25 °
    Tue
    25 °
    Wed
    27 °
    Thu
    28 °
    Fri
    29 °

    ସମ୍ବନ୍ଧିତ