Friday, November 14, 2025
23.8 C
Odisha

    PGT ଲିଖିତ ପରୀକ୍ଷା ବାତିଲ୍‌

    ଆଗକୁ ପଢନ୍ତୁ

    ଅକ୍ଟୋବର ୬ ଅର୍ଥାତ ଆଜି ହୋଇ ଥିବା ପୋଷ୍ଟ ଗ୍ରାଜୁଏଟ ଟିଚର (ପିଜିଟି) ଲିଖିତ ପରୀକ୍ଷା ବାତିଲ କରାଯାଇଛି । ପିଜିଟି ଫିଜିକ୍ସ, ଗଣିତ ଓ ଓଡ଼ିଆ ବିଷୟର ପେପର-୧ ଓ ପେପର-୨ ପରୀକ୍ଷା ବାତିଲ୍ ନିର୍ଦ୍ଦେଶ ଦିଆଯାଇଛି। ଅନିବାର୍ଯ୍ୟ କାରଣ ଦର୍ଶାଇ ପରୀକ୍ଷା ବାତିଲ୍ କରିଛନ୍ତି ଓପିଏସସି ସଂପାଦକ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.8 ° C
    23.8 °
    23.8 °
    41 %
    1.8kmh
    0 %
    Fri
    22 °
    Sat
    25 °
    Sun
    25 °
    Mon
    26 °
    Tue
    25 °

    ସମ୍ବନ୍ଧିତ