Tuesday, September 29, 2026
30.1 C
Odisha

    ପୁରୀରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ସରସଂଘ ଚାଳକ ମୋହନ ଭାଗବତ: ଶ୍ରୀଜିଉଙ୍କୁ ଦଶର୍ନ କଲେ

    ଆଗକୁ ପଢନ୍ତୁ

    ପୁରୀ: ପୁରୀରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ସରସଂଘ ଚାଳକ ମୋହନ ଭାଗବତ। ସେ ଆଜି ସକାଳେ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜିଉଙ୍କୁ ଦଶର୍ନ କରିଛନ୍ତି। ଶ୍ରୀମନ୍ଦିର ସମ୍ମୁଖରେ ତାଙ୍କୁ ସ୍ବାଗତ କରି ଭିତରକୁ ସେବାୟତମାନେ ପାଛୋଟି ନେଇଥିଲେ। ଶ୍ରୀଜିଉଙ୍କ ଦର୍ଶନ ସାରିବା ପରେ ସଂଘର ସରସଂଘ ଚାଳକ ମୋହନ ଭାଗବତ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିଲା।
    ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ପ୍ରାନ୍ତ ସେବା ପ୍ରମୁଖମାନଙ୍କ ବୈଠକରେ ସାମିଲ୍‌ ହେବାକୁ ମୋହନ ଭାଗବତ ପୁରୀ ଆସିଥିବା ଜଣାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    61 %
    3kmh
    10 %
    Tue
    30 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ