Saturday, October 10, 2026
21.6 C
Odisha

    ଟିକଟ କଟିଲା: ବିଜେଡି ଛାଡ଼ିଲେ ସମୀର ରଞ୍ଜନ ଦାସ

    ଆଗକୁ ପଢନ୍ତୁ

    ବିଜେଡି ଛାଡିଲେ ସମୀର ରଞ୍ଜନ ଦାସ। ନିମାପଡା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାସ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫା ପତ୍ର ପଠାଇ ଛନ୍ତି। ଟିକେଟ କଟିଥିବାରୁ ଅସନ୍ତୁଷ୍ଟ ଥିଲେ ସମୀର। ନେତା ଆସ୍ଥା ହରାଇଥିବାରୁ ଦଳରେ ରହିବା ଠିକ୍ ନୁହେଁ। ଗୋପ ବିଜେଡି ସଂଙ୍ଗଠନ ଉପରେ ଆସ୍ଥା ହରାଇଛନ୍ତି ବୋଲି କହିଛନ୍ତି ସମୀର। ଏକ ଭିଡିଓ କରି ବିଜେଡି ଦଳ ଛାଡିଥିବା କହିଛନ୍ତି ସମୀର ଦାସ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.6 ° C
    21.6 °
    21.6 °
    83 %
    1kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ