Monday, January 26, 2026
19.8 C
Odisha

    ଦକ୍ଷିଣଭାରତ ସିନେ ଅଭିନେତା ଥାଲାପତି ବିଜୟଙ୍କୁ ଚପଲ ମାଡ଼

    ଆଗକୁ ପଢନ୍ତୁ

    ଦକ୍ଷିଣଭାରତ ସିନେ ଜଗତର ଲୋକପ୍ରିୟ ଅଭିନେତା ଥାଲାପତି ବିଜୟଙ୍କ ଉପରେ ଚପଲ ମାଡ । ସୋସିଆଲ ମିିଡିଆରେ ଏକ ଭିଡିଓ ଭାଇାରାଲ ହେଉଛି ଯେଉଁଥିରେ ବିଜୟଙ୍କ ଉପରକୁ ଜଣେ ଅଜ୍ଞାତ ବ୍ୟକ୍ତି ଚପଲ ଫୋପାଡୁଥିବା ଘଟଣା ମୋବାଇଲ କ୍ୟାମେରାରେ କଏଦ ହୋଇଛି ।ତେବେ ବିଜୟଙ୍କ ଉପରେ ସିଧାସଳଖ ଚପଲ ନପଡି ନିକଟରେ ପଡିଥିଲା ।ପରେ ସୁରକ୍ଷାକର୍ମୀ ଏହାକୁ ଫିଙ୍ଗିଦେଇଥିଲେ । ତେବେ ବିଜୟଙ୍କ ଉପରେ କାହିଁକି ଚପଲ ମାଡ ହୋଇଛି । କଏ କରିଛି ଏନେଇ କୌଣସ ସୁୁନା ମିଳିନି । ତାମିଲଷ୍ଟାର ବିଜୟକାନ୍ତଙ୍କ ଅନ୍ତିମ ଦର୍ଶନ ପାଇଁ ପହଁଚିଥିଲେ ଥାଲାପତି ବିଜୟ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.8 ° C
    19.8 °
    19.8 °
    43 %
    2.3kmh
    3 %
    Mon
    19 °
    Tue
    31 °
    Wed
    33 °
    Thu
    32 °
    Fri
    33 °

    ସମ୍ବନ୍ଧିତ