Monday, September 28, 2026
23.1 C
Odisha

    ଦକ୍ଷିଣଭାରତ ସିନେ ଅଭିନେତା ଥାଲାପତି ବିଜୟଙ୍କୁ ଚପଲ ମାଡ଼

    ଆଗକୁ ପଢନ୍ତୁ

    ଦକ୍ଷିଣଭାରତ ସିନେ ଜଗତର ଲୋକପ୍ରିୟ ଅଭିନେତା ଥାଲାପତି ବିଜୟଙ୍କ ଉପରେ ଚପଲ ମାଡ । ସୋସିଆଲ ମିିଡିଆରେ ଏକ ଭିଡିଓ ଭାଇାରାଲ ହେଉଛି ଯେଉଁଥିରେ ବିଜୟଙ୍କ ଉପରକୁ ଜଣେ ଅଜ୍ଞାତ ବ୍ୟକ୍ତି ଚପଲ ଫୋପାଡୁଥିବା ଘଟଣା ମୋବାଇଲ କ୍ୟାମେରାରେ କଏଦ ହୋଇଛି ।ତେବେ ବିଜୟଙ୍କ ଉପରେ ସିଧାସଳଖ ଚପଲ ନପଡି ନିକଟରେ ପଡିଥିଲା ।ପରେ ସୁରକ୍ଷାକର୍ମୀ ଏହାକୁ ଫିଙ୍ଗିଦେଇଥିଲେ । ତେବେ ବିଜୟଙ୍କ ଉପରେ କାହିଁକି ଚପଲ ମାଡ ହୋଇଛି । କଏ କରିଛି ଏନେଇ କୌଣସ ସୁୁନା ମିଳିନି । ତାମିଲଷ୍ଟାର ବିଜୟକାନ୍ତଙ୍କ ଅନ୍ତିମ ଦର୍ଶନ ପାଇଁ ପହଁଚିଥିଲେ ଥାଲାପତି ବିଜୟ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.1 ° C
    23.1 °
    23.1 °
    91 %
    0.9kmh
    9 %
    Mon
    29 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ