Tuesday, October 6, 2026
22.3 C
Odisha

    ରାସ୍ତା ଅବରୋଧ ହଟାଇଲେ ଏସ୍‌ଡିପିଓ, ଆଇଆଇସି

    ଆଗକୁ ପଢନ୍ତୁ

    ସୋର: ବାତ୍ୟା ‘ଦାନା’ ଯୋଗୁଁ ବାଲେଶ୍ବର ଜିଲ୍ଲା ସୋର ଏବଂ ସିମୁଳିଆ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଅନେକ ଲୋକଙ୍କ ଘରେ ଓ ବିଭିନ୍ନ ରାସ୍ତାରେ ବଡ଼ବଡ଼ ଗଛ ଓ ବିଦ୍ୟୁତ ଖୁଣ୍ଟ ପଡ଼ି ଲୋକଙ୍କ ଘର ଭାଙ୍ଗିବା ସହିତ ରାସ୍ତା ଅବରୋଧ ହୋଇଥିଲା।
    ଖବର ପାଇବା ମାତ୍ରେ ସୋର ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ସୋର ଅଂଚଳରେ ବୁଲିବୁଲି ଏକ କଟର ସାହାଯ୍ୟରେ ଗଛ କାଟି ସଫା କରିଥିବା ବେଳେ ସଦର ଏସ୍ଡ଼ିପିଓ ଡ଼ ଶଶାଙ୍କ ଶେଖର ବେଉରା ସିମୁଳିଆ ଅଂଚଳରେ ପହଂଚି ଲୋକଙ୍କ ଘର କଁ ରାସ୍ତାରେ ପଡିଥିବା ଗଛକୁ କାଟି ସଫା କରିଛନ୍ତି। ତେବେ ଅଗ୍ନିଶମ, ଓଡ୍ରାଫ୍‌ କିମ୍ବା ଏନ୍‌ଡ଼ିଆରଏଫ୍‌ ଟିମକୁ ଅପେକ୍ଷା ନକରି ନିଜ କର୍ତ୍ତବ୍ୟ ସମ୍ପାଦନା ପାଇଁ ଉଭୟ ଅଧିକାରୀଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.3 ° C
    22.3 °
    22.3 °
    79 %
    1kmh
    0 %
    Tue
    31 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ