Tuesday, November 18, 2025
14.1 C
Odisha

    ଶିମିଳିପାଳରେ ବିରଳ ଦୃଶ୍ୟ, ଏକାଠି ବୁଲୁଛନ୍ତି ଦୁଇ ପ୍ରଜାତିର ବାଘ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଶିମିଳିପାଳରୁ ଆସିଲା ବିରଳ ଦୃଶ୍ୟ। ପାଖାପାଖି ଚାଲୁଛନ୍ତି ଦୁଇ ପ୍ରଜାତିର ବାଘ। ଗୋଟେ ସାଧାରଣ ବାଘ ଓ ଅନ୍ୟଟି କଳାବାଘ। ଉଭୟ ପାଖାପାଖି ଥିବାର ଫଟୋ ସାମ୍ନାକୁ ଆସିଛି । ସାଧାରଣରେ ଏହି କଳାବାଘ ଓ ମହାବଳ ଏକାଠି ରୁହନ୍ତି ନାହିଁ। ତେଣୁ ଏହାକୁ ବିରଳ ଚିତ୍ର ବୋଲି କୁହାଯାଉଛି । ଶିମିଳିପାଳରେ ଟ୍ରାପ କ୍ୟାମେରା ଲାଗିଛି । ଯେଉଁଥିରୁ ଏହି ଦୁଇ ବାଘ ପାଖାପାଖି ଚାଲୁଥିବା ଦେଖିବାକୁ ମିଳିଥିବା ପିସିସିଏଫ ସୁଶାନ୍ତ ନନ୍ଦ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    14.1 ° C
    14.1 °
    14.1 °
    68 %
    1.2kmh
    10 %
    Mon
    14 °
    Tue
    25 °
    Wed
    26 °
    Thu
    27 °
    Fri
    29 °

    ସମ୍ବନ୍ଧିତ