Tuesday, September 29, 2026
23.8 C
Odisha

    ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଟରେ ଲିଖିତ ଅଭିଯୋଗ କଲେ ଯୁବ ସମାଜସେବୀ

    ଆଗକୁ ପଢନ୍ତୁ

    ଘୁ.ଉଦୟଗିରି: ସମାଜସେବୀ ଏଭଳି ଏକ ନିଶା ଯେ ନିଜର ସବୁ କିଛି ଭୁଲି ଲୋକଙ୍କ କାର୍ଯ୍ୟରେ ଲାଗିପଡ଼ନ୍ତି। ଆଜିର ଯୁଗରେ ବି ଏମିତି ଲୋକ ଅଛନ୍ତି। ସେଥି ମଧ୍ୟରୁ ଜଣେ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ଯୁବ ସମାଜସେବୀ ତଥା ଟୁଇଟର ମ୍ୟାନ ଆମନ ଚନ୍ଦ୍ର ନାୟକ। ସୋମବାର ନିଜର ଜନ୍ମଦିନରେ ସେ ନିଜ ପରିବାର ବର୍ଗଙ୍କ ମଧ୍ୟରେ ନରହି ନିଜ ଅଞ୍ଚଳବାସୀଙ୍କ ସମସ୍ୟା ନେଇ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଟରେ ଦୀର୍ଘ ସମୟ ଅପେକ୍ଷା କରି ଭେଟି ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଅବଗତ କରାଇବା ସହ ସମସ୍ୟାର ସମାଧାନ ପାଇଁ ଲିଖିତ ପତ୍ର ପ୍ରଦାନ କରିଛନ୍ତି। ଏହି ଦାବିରେ ସେ ନିଜ ଅଞ୍ଚଳର ବହୁ ସମସ୍ୟା ଉପରେ ବର୍ଣ୍ଣନା କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.8 ° C
    23.8 °
    23.8 °
    84 %
    1.5kmh
    7 %
    Tue
    24 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ