Monday, October 5, 2026
24.7 C
Odisha

    ଆଉ ଲୋକସଭା ନିର୍ବାଚନ ଲଢିବେନି ସୋନିଆ ଗାନ୍ଧୀ । ରାୟବରେଲି ବାସିନ୍ଦାଙ୍କ କହିଲେ ଏହାର କାରଣ

    ଆଗକୁ ପଢନ୍ତୁ

    ଆଗାମୀ ଲୋକସଭା ନିର୍ବାଚନ ଲଢଇବେ ନାହିଁ ବୋଲି ଘୋଷଣା କଲେ ସୋନିଆ ଗାନ୍ଧୀ । ଏହାର କାରଣ ମଧ୍ୟ ସେ ରାୟବରେଲି ବାସିନ୍ଦାଙ୍କୁ ଜଣାଇଛନ୍ତି । ସ୍ୱାସ୍ଥ୍ୟଗତ କାରଣରୁ ସେ ଆଉ ନିର୍ବାଚନ ଲଢିବେନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଗତକାଲି ସେ ରାଜ୍ୟସଭା ନିର୍ବାଚନ ପାଇଁ ରାଜସ୍ଥାନରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି।ସ୍ୱାସ୍ଥ୍ୟଗତ ସମସ୍ୟା ଏବଂ ବୟସ ବୃଦ୍ଧି ହେତୁ ମୁଁ ଆଗାମୀ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବି ନାହିଁ। ଏହି ନିଷ୍ପତ୍ତି ପରେ ମୁଁ ଆପଣଙ୍କୁ ସିଧାସଳଖ ସେବା କରିବାର ସୁଯୋଗ ପାଇବି ନାହିଁ, କିନ୍ତୁ ନିଶ୍ଚିତ ଭାବରେ ମୋର ହୃଦୟ ଏବଂ ଆତ୍ମା ସର୍ବଦା ଆପଣମାନଙ୍କ ସହିତ ରହିବ” ବୋଲି ଶ୍ରୀମତୀ ଗାନ୍ଧୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    70 %
    0.8kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ