Sunday, June 8, 2025
26.6 C
Odisha

ଖୁବଶୀଘ୍ର ଇଣ୍ଡିଆ ମେଂଟ ମଧ୍ୟରେ ହେବ ଆସନ ଭାଗବଣ୍ଟା: ଜାନୁଆରୀରେ କଂଗ୍ରେସ ଡାକିଲା ବୈଠକ

ଆଗକୁ ପଢନ୍ତୁ

ଇଣ୍ଡିଆ ମେଂଟରେ ହେବ ଆସନ ଭାଗବଂଟାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଜାନୁଆରି ପ୍ରଥମ ସପ୍ତାହରେ ସମସ୍ତ ସହଯୋଗୀ ଦଳ ସହିତ କଂଗ୍ରେସ ବୈଠକ କରିବ । ମେଂଟର ଏକମାତ୍ର ଲକ୍ଷ୍ୟ କିଭଳି ସାଧାରଣ ନିର୍ବାଚନରେ ବିଜେପିକୁ ଗାଦିଚ୍ୟୁତ କରାଯିବ । ତେବେ ଆସନ ଭାଗବଂଟାକୁ ନେଇ ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ଦାବି ରଖିଛନ୍ତି । ଟିଏମସି ନିଜର ଆଭମିୁଖ୍ୟ ସ୍ପଷ୍ଟ କରିଛି । ପଶ୍ଚିମବଙ୍ଗରେ ଏକାକୀ ଳଢିବେ ଦିଦି । ଟିଏମସି କଂଗ୍ରେସ ବା ବାମପନ୍ଥି ସହ ମେଂଟ କରିବ ନାହିଁ । ସେପଟେ ମହାରାଷ୍ଟ୍ର ଉଦ୍ଧବ ଗୋଷ୍ଠୀ ୨୩ ଆସନ ପାଇଁ ଦାବି କରିଛି । ଏହି ଦାବିକୁ ଗ୍ରହଣ କରିନି କଂଗ୍ରେସ । ତେବେ ଆସନ ଭାଗବଂଟା ଉପରେ ସମସ୍ତଙ୍କ ନଜର ରହିଛି ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
clear sky
26.6 ° C
26.6 °
26.6 °
55 %
1.4kmh
10 %
Sun
38 °
Mon
43 °
Tue
41 °
Wed
39 °
Thu
36 °

ସମ୍ବନ୍ଧିତ