Sunday, April 12, 2026
26.7 C
Odisha

    ନବୀନ ପଟ୍ଟନାୟକ ଯଦି ସବୁ ଅଞ୍ଚଳ ବୁଲିଥାନ୍ତେ, ନିର୍ବାଚନ ଫଳ ଭଲ ହୋଇଥାନ୍ତା।: ନୃସିଂହ ସାହୁ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ନବୀନ ପଟ୍ଟନାୟକ ନ ବୁଲି ଅନ୍ୟ କେହି ପ୍ରଚାର କଲେ କେମିତି ହେବ। ଏଭଳି କହି ଅସନ୍ତୋଷ ପ୍ରକାଶ କରିଛନ୍ତି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ନୃସିଂହ ସାହୁ।

    ସେ କହିଛନ୍ତି, କିଛି ସିଟ୍ ଟିକେଟ୍ ଅସନ୍ତୋଷ ପାଇଁ ଆମ ହାତରୁ ଚାଲି ଯାଇଛି। ଭି.କେ. ପାଣ୍ଡିଆନ୍‌ଙ୍କଚୁ ପରୋକ୍ଷରେ କଟାକ୍ଷ କରି ସେ କହିଛନ୍ତି, ଭି.କେ. ପାଣ୍ଡିଆନ୍ ଓ ନବୀନ ପଟ୍ଟନାୟକଙ୍କ ଭିତରେ ବହୁତ ଫରକ ଅଛି। ନବୀନ ପଟ୍ଟନାୟକ ଯଦି ସବୁ ଅଞ୍ଚଳ ବୁଲିଥାନ୍ତେ, ନିର୍ବାଚନ ଫଳ ଭଲ ହୋଇଥାନ୍ତା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.7 ° C
    26.7 °
    26.7 °
    54 %
    2.4kmh
    0 %
    Sun
    27 °
    Mon
    41 °
    Tue
    42 °
    Wed
    43 °
    Thu
    44 °

    ସମ୍ବନ୍ଧିତ