Friday, July 11, 2025
23.5 C
Odisha

    ଟି-୨୦ ବିଶ୍ୱକପ ପାଇଁ ଆସିଲା ମ୍ୟାଚ ସୂଚୀ: ଜୁନ ୯ରେ ଭାରତ-ପାକିସ୍ତାନ ମ୍ୟାଚ

    ଆଗକୁ ପଢନ୍ତୁ

    ଚଳିତ ବର୍ଷ ହେବାକୁ ଥିବା ଟ-୨୦ ବିଶ୍ୱକପ ପାଇଁ ମ୍ୟାଚ ସୂଚୀ ପ୍ରକାଶ ପାଇଛି । ୨୦୨୪ ବିଶ୍ୱକପରେ ମୋଟ ୫୫ଟି ମ୍ୟାଚ ଖେଳାଯିବ । ଯାହା ୱେଷ୍ଟଇଣ୍ଡିଆ ଓ ୟୁଏସଏର ୯ଟି ଷ୍ଟାଡିୟମରେ ଖେଳାଯିବ । ଏହାର ପ୍ରଥମ ମ୍ୟାଚ ଜୁନ ୧ ତାରିଖରେ କାନାଡା ଓ ୟୁଏସଏ ମଧ୍ୟରେ ଖେଳାଯିବ । ସେହିପରି ୨୬ ଓ ୨୭ ଜୁନରେ ସେମିଫାଇନାଲ ମ୍ୟାଚ ଖେଳାଯିବ । ଆଉ ଫାଇନାଲ ମ୍ୟାଚ ୨୯ ଜୁନ୍ ବାରବାଡୋସରେ ଖେଳାଯିବ । ସେମିଫାଇନାଲ ଓ ଫାଇନାଲ ମ୍ୟାଚ ପାଇଁ ରିଜର୍ଭ ଡେ ମଧ୍ୟ ରଖାଯାଇଛି । ଟିମ ଇଣ୍ଡିଆ ଗ୍ରୁପ ଏରେ ରହିଛି । ଭାରତ ସହ ଏହି ଗ୍ରୁପରେ ଆୟର୍ଲାଣ୍ଡ, ପାକିସ୍ତାନ, ୟୁଏସଏ ଓ କାନାଡା ରହିଛନ୍ତି । ସେହିପରି ଭାରତ ତାର ପ୍ରଥମ ମ୍ୟାଚ ଜୁନ ୫ ତାରିଖରେ ଆୟର୍ଲାଣ୍ଡ ସହ ଖେଳିବ । ଆଉ ଦ୍ୱିତୀୟ ମୁକାବିଲା ଜୁନ ୯ରେ ପାକିସ୍ତାନ ସହ ରହିଛି । ଯେଉଁ ମ୍ୟାଚରେ କଡା ଟକ୍କର ଦେଖିବାକୁ ମିଳିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.5 ° C
    23.5 °
    23.5 °
    95 %
    1.4kmh
    99 %
    Fri
    31 °
    Sat
    32 °
    Sun
    31 °
    Mon
    30 °
    Tue
    32 °

    ସମ୍ବନ୍ଧିତ