Saturday, October 18, 2025
24.2 C
Odisha

    ଗଞ୍ଜେଇ ଚୋରା ଚାଲାଣର ପର୍ଦ୍ଦାଫାଶ

    ଆଗକୁ ପଢନ୍ତୁ

    ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣର ପର୍ଦ୍ଦାଫାଶ । ଫିଲ୍ମ ଷ୍ଟାଇଲ୍ରେ ଧରାପଡ଼ିଲେ ଅପରାଧୀ । ନିଶା ମାଫିଆଙ୍କୁ ଗୋଡାଇ ଗୋଡାଇ ଧରିଲା ସ୍ପେଶାଲ କ୍ରାଇମ୍ ୟୁନିଟ୍ । ଭୁବନେଶ୍ୱର ପିତାପଲ୍ଲୀରୁ ପାହାଳ ଯାଏଁ ଚାଲିଲା ପୋଲିସ-ନିଶା ମାଫିଆଙ୍କ ମଧ୍ୟରେ ଛକାପଞ୍ଝା । କାରରେ ମାଫିଆ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଖବର ପାଇବା ପରେ ସ୍ପେଶାଲ କ୍ରାଇମ୍ ୟୁନିଟ୍ ଗାଡିର ପିଛା କରିଥିଲା । ପାହାଳ ନିକଟରେ ଗାଡିକୁ ଅଟକାଯାଇଥିଲା । ଗାଡିରେ ଏକ ସ୍ପେଶାଲ ଚାମ୍ପର କରି ଗଞ୍ଜେଇ ଚୋରା ଚାଲାଣ ହେଉଥିଲା । ଚଡାଉ ବେଳେ ଗାଡିର ସ୍ପେଶାଲ ଚାମ୍ପରରୁ ୩ ଶହ କେଜିର ଗଞ୍ଜେଇ ଜବତ ହୋଇଛି । ଏହା ସହ ତିନି ଜଣ ଅଭିଯୁକ୍ତଙ୍କୁ କାବୁ କରିଛି ସ୍ପେଶାଲ କ୍ରାଇମ୍ ୟୁନିଟ୍ । ଏନେଇ ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର ଓ ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.2 ° C
    24.2 °
    24.2 °
    78 %
    0.1kmh
    53 %
    Sat
    24 °
    Sun
    28 °
    Mon
    28 °
    Tue
    29 °
    Wed
    30 °

    ସମ୍ବନ୍ଧିତ