Sunday, August 17, 2025
22.8 C
Odisha

    ଗ୍ୟାସ ଫାଟି ୩ ଶିଶୁ ଜୀବନ୍ତ ଦଗ୍ଧ, ମା’ ଅବସ୍ଥା ଗୁରୁତର

    ଆଗକୁ ପଢନ୍ତୁ

    ରୋଷେଇ କରିବାକୁ ଗ୍ୟାସ ଲଗାଇବା ସମୟରେ ଅଘଟଣ । କିଛି ବୁଝିବା ଆଗରୁ ପୁରା ଘରେ ଲାଗିଗଲା ନିଆଁ । ଫଳରେ ୩ ଶିଶୁ ଜୀବନ୍ତ ପୋଡି ପ୍ରାଣ ହରାଇଥିବାବେଳେ ମହିଳା ଜଣକ ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଘଟିଛି ଚେନ୍ନାଇ ନିକଟ ଚେଙ୍ଗଲପଟ୍ଟୁରେ । ସୂଚନା ମୁତାବକ, ପୀଡିତ ପରିବାର ବିହାରର ବାସିନ୍ଦା । କାମ ସନ୍ଧାନରେ ଆସି ଏମାନେ ଏହି ଅଞ୍ଚଳରେ ରହୁଥିଲେ । ମହିଳା ଜଣକ ଚେଙ୍ଗଲପଟ୍ଟୁ ରେଳ ଷ୍ଟେସନରେ ନିଜ ସ୍ୱାମୀଙ୍କଚୁ ଭେଟିବା ପରେ ୩ ପିଲାଙ୍କ ସହ ଘରକୁ ଫେରିଥିଲେ । ଏବଂ ରୋଷେଇ କରିବାକୁ ଗ୍ୟାସ ଚୁଲା ଲଗାଇଥିଲେ । ହେଲେ ସେ ନିଆଁ ପୁରା ଘରକୁ ବ୍ୟାପୀଯାଇଥିଲା । ଫଳରେ ଜୀବନ୍ତ ପୋଡିଯାଇଥିଲେ ୩ ପିଲା । ଏବଂ ମହିଳା ଗୁରୁତର ଭାବେ ।ପଡିଯାଇଥିବା ଜଣାପଡିଛି । ମହିଳାଙ୍କୁ ଚେଙ୍ଗଲପଟ୍ଟୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.8 ° C
    22.8 °
    22.8 °
    98 %
    1.4kmh
    95 %
    Sun
    29 °
    Mon
    28 °
    Tue
    29 °
    Wed
    29 °
    Thu
    29 °

    ସମ୍ବନ୍ଧିତ