Thursday, August 20, 2026
27.8 C
Odisha

    ବିବାହିତା ନାରୀ ମନେ ରଖନ୍ତୁ ଏହି ୪ଟି କଥା, ଆପଣଙ୍କ ପାଇଁ ସବୁବେଳେ ଅତୁଟ ରହିବ ସ୍ୱାମୀଙ୍କ ପ୍ରେମ

    ଆଗକୁ ପଢନ୍ତୁ

    ଜଣେ ବିବାହିତା ନାରୀଙ୍କ ପାଇଁ ତାଙ୍କ ସ୍ୱାମୀ ସବୁଠାରୁ ଉଚ୍ଚରେ ଥାଆନ୍ତି। ଆଜି ଆମେ ଆପଣଙ୍କୁ ଦ୍ରୌପଦୀଙ୍କ ଦ୍ୱାରା କୁହାଯାଇଥିବା ୪ଟି କଥା କହିବାକୁ ଯାଉଛୁ, ଯାହାକୁ ସବୁ ନାରୀ ମନେ ରଖିବା ଉଚିତ। ଆସନ୍ତୁ ଜାଣିବା ନାରୀଙ୍କ ଉଦ୍ଦେଶ୍ୟରେ କ’ଣ କହିଛନ୍ତି ଦ୍ରୌପଦୀ।

    ୧. ଆଜିକାଲି ସବୁ ଝିଅ ବିବାହ ପରେ ନିଜ ସ୍ୱାମୀଙ୍କୁ ବଶରେ ରଖିବାକୁ ଚାହାଁନ୍ତି। କିନ୍ତୁ ଦ୍ରୌପଦୀ କହିଛନ୍ତି, ନାରୀମାନେ କେବେ ବି ଏମିତି ଭାବନା ମନ ଭିତରେ ରଖିବା ଉଚିତ ନୁହେଁ। ନଚେତ୍‌ ଏହାଦ୍ୱାରା ସେମାନଙ୍କ ସମ୍ପର୍କ ମଧ୍ୟ ଭାଙ୍ଗିଯିବ।

    ଏହାସହ ପଢ଼ନ୍ତୁ: ଏ ହେଉଛି ଦୁନିଆର ୧୦ଟି ବିଚିତ୍ର ରେସ୍ତୋରାଁ, ଯେଉଁଠି ଅଜବ ଢଙ୍ଗରେ ପରଷା ଯାଇଥାଏ ଖାଦ୍ୟ

    ୨. ଝିଅମାନେ ବିବାହ ପରେ କେବେ ବି ନିଜ ଘର କଥା ଅନ୍ୟ ଝିଅ କିମ୍ବା ବାହାର ଲୋକଙ୍କୁ କହିବା ଉଚିତ ନୁହେଁ। କାରଣ, ଏଥିରୁ ଆପଣଙ୍କ ଘର ବିଷୟରେ ଅନ୍ୟମାନେ ଜାଣି ଏହାର ଫାଇଦା ଉଠାଇବେ। ଶତ୍ରୁମାନେ ଏହାର ଫାଇଦା ନେଇ ଆପଣଙ୍କ ଜୀବନକୁ ଖରାପ କରିଦେବେ।

     

    ୩. ବିବାହ ପରେ ଜଣେ ନାରୀ ପାଇଁ ତା’ ସ୍ୱାମୀ ହିଁ ସବୁକିଛି ହୋଇଥାଏ। ତେଣୁ କୌଣସି ବି ମହିଳା ଖରାପ ସମୟରେ ଡରିଯିବା ଉଚିତ ନୁହେଁ। ସବୁବେଳେ ନିଜ ସ୍ୱାମୀଙ୍କ ପାଦରେ ପାଦ ରଖି ବାଟ ଚାଲିବା ଉଚିତ। ଯଦି ସ୍ୱାମୀ ନାହାନ୍ତି, ତା’ହେଲେ ସବୁକିଛି ବେକାର। ଏଥିପାଇଁ ନାରୀଙ୍କୁ ନିଜ ସ୍ୱାମୀଙ୍କ ଆଦର, ଯତ୍ନ କରିବା ଉଚିତ।

    ୪. ଏକ ସଂସ୍କାରୀ ନାରୀକୁ ସବୁବେଳେ ଖରାପ ନାରୀଙ୍କଠାରୁ ଦୂରତା ବଜାୟ ରଖିବା ଉଚିତ। କାହିଁକି ନା, ଏମିତି ନାରୀ ଅନ୍ୟର ଘର ଭାଙ୍ଗିଦିଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.8 ° C
    27.8 °
    27.8 °
    73 %
    3.7kmh
    75 %
    Thu
    29 °
    Fri
    30 °
    Sat
    25 °
    Sun
    25 °
    Mon
    27 °

    ସମ୍ବନ୍ଧିତ