Tuesday, September 29, 2026
22.7 C
Odisha

    ରାଜ୍ୟସଭାରୁ ନିଲମ୍ବିତ ହେଲେ ଟିମଏସି ସାଂସଦ

    ଆଗକୁ ପଢନ୍ତୁ

    ରାଜ୍ୟସଭାରୁ ନିଲମ୍ବିତ ହେଲେ ଟିମଏସିର ସାଂସଦ ଡେରେକ୍‌ ଓବ୍ରାୟନ। ସଂସଦ ସୁରକ୍ଷାରେ ତୃଟି ପ୍ରସଙ୍ଗରେ ଗୃହରେ ବିରୋଧିଙ୍କ ପ୍ରବଳ ହଟଗୋଳ ଚାଲିଥିଲା। ରାଜ୍ୟସଭାରେ ଅଶାଳୀନ ମନ୍ତବ୍ୟ ଯୋଗୁ ଟିଏମସି ସାଂସଦଙ୍କୁ ନିଲମ୍ବିତ କରାଯାଇଛି। ସୂଚନାମୁତାବ, ସଂସଦର ସୁରକ୍ଷା ମାମଲାରେ ବିରୋଧି ନାରାବାଜି, ଅଟଗୋଳ କରୁଥିବା ସମୟରେ ଟିଏମସି ସାଂସଦଙ୍କ ବ୍ୟବହାର ବହୁତ ଖରାପ ଥିଲା ଯେଉଁଥିପାଇଁ ଅଧ୍ୟକ୍ଷ ସାଂସଦଙ୍କୁ ନିଲମ୍ବିତ କରିଥିଲେ। ଲୋକସଭା ଏବଂ ରାଜ୍ୟସଭାକୁ ଅପରାହ୍ନ୨ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରାଯାଇଛି। ତେବେ ରାଜ୍ୟସଭା ସ୍ଥଗିତ ହେବା ପୂର୍ବରୁ ଉପରାଷ୍ଟ୍ରପତି ଜଗଦୀପ ଧନଖଡ କହିଛନ୍ତି, ସଂସଦ ସୁରକ୍ଷାରେ ଅବହେଳା ନେଇ ଉଚ୍ଚସ୍ତରୀୟ ତଦନ୍ତ ଚାଲିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    86 %
    1.4kmh
    3 %
    Tue
    30 °
    Wed
    30 °
    Thu
    29 °
    Fri
    30 °
    Sat
    31 °

    ସମ୍ବନ୍ଧିତ