Wednesday, February 25, 2026
25.4 C
Odisha

    ରିଲ୍ସ କରିବା ପଡିଲା ମହଙ୍ଗା; ଟ୍ରେନ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

    ଆଗକୁ ପଢନ୍ତୁ

    ସୋର: ରିଲ୍ସ କରିବା ନିଶାରେ ଟ୍ରେନ୍‌ ଧକ୍କାରେ ଯୁବକଙ୍କ ମୃତ୍ୟୁ। ସବିରା ଷ୍ଟେସନରେ ଜଣେ ଯୁବକଙ୍କୁ ପଛପଟୁ ଧକ୍କା ଦେଇଥିଲା ଟ୍ରେନ୍। ଘଟଣସ୍ଥଳରେ ଉକ୍ତ ଯୁବକଙ୍କ ମୃତ୍ୟୁ ଘଟିଥିଲା। ମୃତ ଯୁବକ ଜଣଙ୍କ ହେଲେ ଭଦ୍ରକ ଜିଲ୍ଳା ଚରମ୍ପା ବାଣିତିଆ ଗ୍ରାମର ପୁନିଆ ପାତ୍ରଙ୍କ ପୁଅ ଅକ୍ଷୟ ପାତ୍ର। ଅକ୍ଷୟ କିଛି ଦିନ ହେବ (ସବିରା) ରହଣିଆ ଗ୍ରାମର ଯାତ୍ରା ପାର୍ଟି ପାଇଁ ନାଚିବା ପାଇଁ ଆସିଥିଲେ। ଆଜି ୪ଟା ସମୟରେ ରିଲ୍ସ କରୁଥିବା ସମୟରେ ଧକ୍କା ଦେଇଥିଲା ଟ୍ରେନ୍।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.4 ° C
    25.4 °
    25.4 °
    26 %
    2.5kmh
    4 %
    Wed
    27 °
    Thu
    33 °
    Fri
    35 °
    Sat
    36 °
    Sun
    38 °

    ସମ୍ବନ୍ଧିତ