Monday, September 21, 2026
27.9 C
Odisha

    ନିଆଁ ଲାଗିବା ଘଟଣା: ବିଏସକେୱାଇରୁ ବାଦ ପଡ଼ିଲା ହସ୍‌ପିଟାଲ ‘ତ୍ରିଶା’

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟ ସରକାର ତ୍ରିଶା ହସ୍ପିଟାଲକୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ)ରୁ ବାଦ ଦେଇଛନ୍ତି। ଗତକାଲି ଏହି ମେଡିକାଲରେ ନିଆଁ ଲାଗି ଜଣେ ଶିଶୁର ମୃତ୍ୟୁ ହେବା ପରେ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଅଗ୍ନି ନିରାପତ୍ତା ନିୟମ ମାନି ନଥିବା ଦର୍ଶାଇ ରାଜ୍ୟ ସରକାର ତ୍ରିଶା ହସ୍ପିଟାଲକୁ ବିଏସକେୱାଇରୁ ବାଦ ଦେଇଛନ୍ତି। ସେପଟେ ସ୍ୱାସ୍ଥ୍ୟ ଓ ଅଗ୍ନିଶମ ବିଭାଗର ତଦନ୍ତ ସରିନଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।
    ଅନ୍ୟପଟେ ସ୍ୱାସ୍ଥ୍ୟ ଅନୁଷ୍ଠାନର ଅଗ୍ନି ନିରାପତ୍ତା ବ୍ୟବସ୍ଥା ନେଇ ସରକାର ପଦକ୍ଷେପ ନେଇଛନ୍ତି। ମିଳିତ ଟାସ୍କଫୋର୍ସ ଗଠନ ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାସ୍ଥ୍ୟ, ଗୃହ ବିଭାଗ, ବିଦ୍ୟୁତ୍ ନିରୀକ୍ଷକଙ୍କୁ ନେଇ ଟାସ୍କଫୋର୍ସ ଗଠନ ହେବ। ଟାସ୍କଫୋର୍ସ ଅଗ୍ନି ନିରାପତ୍ତା ଦେଖିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.9 ° C
    27.9 °
    27.9 °
    75 %
    1.5kmh
    98 %
    Mon
    29 °
    Tue
    28 °
    Wed
    28 °
    Thu
    24 °
    Fri
    24 °

    ସମ୍ବନ୍ଧିତ