Sunday, March 22, 2026
32.5 C
Odisha

    ଦନ୍ତାହାତୀ ଆକ୍ରମଣରେ ୨ଶ୍ରମିକ ମୃତ

    ଆଗକୁ ପଢନ୍ତୁ

    ବରଗଡ଼ ଭେଡେନ ଅଞ୍ଚଳରେ ଦନ୍ତାହାତୀ ଆକ୍ରମଣରେ ୨ଶ୍ରମିକ ମୃତ । ସକାଳୁ ଶ୍ରମିକ ମାନେ ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ ଦନ୍ତା ଆକ୍ରମଣର ଶିକାର ହୋଇଥିଲେ । ମୃତକ ମାନେ ଗାଇସିଲେଟ ବ୍ଲକ କଉଠମାଳର ହୋଇଥିବା ଜଣାପଡିଛି । ସମ୍ବଲପୁରରୁ ୪ଟିକିଆ ହାତୀପଲ ବରଗଡ଼ ଭେଡେନ ଅଞ୍ଚଳକୁ ଆସି ବ୍ୟାପକ ଫସଲ ନଷ୍ଟ କରିବା ସହ ଉପଦ୍ରବ ମଚାଇଛନ୍ତି । ହାତୀ ଆତଙ୍କରେ ଭୟଭୀତ ସ୍ଥାନୀୟ ଅଂଚଳବାସୀ । ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ହାତୀ ପଲକୁ ଘଉଡାଇବାକୁ ଉଦ୍ୟମ ଜାରି ରଖିଛନ୍ତି ପୋଲିସ ଓ ବନ ବିଭାଗ କର୍ମଚାରୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.5 ° C
    32.5 °
    32.5 °
    13 %
    4.6kmh
    1 %
    Sun
    32 °
    Mon
    34 °
    Tue
    37 °
    Wed
    38 °
    Thu
    40 °

    ସମ୍ବନ୍ଧିତ