Monday, September 21, 2026
24 C
Odisha

    ଜୁନ୍‌ ୩ରୁ ୟୁଜି ଶ୍ରେଣୀରେ ନାମଲେଖା ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇସାରିଛି। ଏବେ ଛାତ୍ରଛାତ୍ରୀମାନେ ଆସନ୍ତା ଜୁନ୍‌ ୩ରୁ ୟୁଜି ଶ୍ରେଣୀରେ ନାମଲେଖା ପାଇଁ ଆବେଦନ କରିପାରିବେ। ନାମଲେଖା ପାଇଁ ୱେବସାଇଟ୍‌ www.samsodisha.gov.in  ରେ ଜୁନ୍‌ ୧୭ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଜୁନ୍‌ ୧୮ରୁ ୧୯ ମଧ୍ୟରେ ସିଏଫ୍‌ ତ୍ରୁଟି ସୁଧାରି ପାରିବେ। ଜୁନ ୨୫ରେ‌ ମେରିଟ ଲିଷ୍ଟ ପ୍ରକାଶ ପାଇବ। ଜୁନ୍‌ ୨୫ରୁ ୨୮ ଯାଏଁ ସ୍ଲାଇଡ/ଫ୍ରିଜ୍‌/ଫ୍ଲୋଟ୍‌ ବିକଳ୍ପ ଚୟନ କରିପାରିବେ। ଜୁନ୍‌ ୨୬ରୁ ୨୯ ପର୍ଯ୍ୟନ୍ତ କଲେଜକୁ ଯାଇ ରିପୋର୍ଟ କରିପାରିବେ। ଜୁଲାଇ ୫ରେ ୨ୟ ଏବଂ ଜୁଲାଇ ୧୫ରେ ତୃତୀୟ ପର୍ଯ୍ୟା ମେରିଟ ଲିଷ୍ଟ ପ୍ରକାଶ ପାଇବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24 ° C
    24 °
    24 °
    95 %
    1.1kmh
    100 %
    Sun
    24 °
    Mon
    28 °
    Tue
    28 °
    Wed
    28 °
    Thu
    23 °

    ସମ୍ବନ୍ଧିତ