Monday, February 24, 2025
19.1 C
Odisha

    ଦାଉଦ ଇବ୍ରାହିମ ମୃତ୍ୟୁକୁ ମାନିବାକୁ ନାରାଜ ପାକିସ୍ତାନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଅଣ୍ଡର ଓ୍ବାଲ୍ଡ ଡନ ଦାଉଦ ଇବ୍ରାହିମ କରାଚିରେ ମେଡିକାଲରେ ଚିକତ୍ସିତ ହେଉଥିବା ଖବର ପ୍ରଚାର ହେବା ପରେ ବହୁ ତର୍କ ବିତର୍କ ଦେଖିବାକୁ ମିଳିଛି । ଦାଉଦର ମୃତ୍ୟୁ ହୋଇଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିବାବେଳେ ଏଯାବତ ପାକିସ୍ତାନ ସରକାର ମାନିବାକୁ ନାରାଜ କି, ଦାଉଦ ପାକିସ୍ତାନରେ ଅଛି । ସେପଟେ ପାକିସ୍ତାନୀ ମହିଳା ସାମ୍ବାଦିକା ଅର୍ଜ୍ଜୁ କାଜିମି କହିଛନ୍ତି କି, ପାକିସ୍ତାନ ବିଶ୍ବ ଆତଙ୍କବାଦୀଭାବେ କୁହାଯାଉଥିବା ଦାଉଦକୁ ସ୍ଥାନ ଦେଇଥିବା କଥା ବିଶ୍ବରେ ଏବେ ଚର୍ଚ୍ଚାକୁ ଆସୁଛି । ଏଣୁ ନିଜର ଭାବମୂର୍ତ୍ତିକୁ ବଜାୟ ରଖିବା ପାଇଁ ପାକିସ୍ତାନ କିଛି ବି କରିପାରେ । ପାକିସ୍ତାନର ସର୍ବୋତ୍ତମ ବନ୍ଧୁ ଚୀନ ମଧ୍ୟ ପ୍ରଶ୍ନ ଉଠାଇଛି କି, ଦାଉଦକୁ କିଭଳି ଭାବେ ଲୁଚାଯାଇଥିଲା । ତେବେ ଯଦି ଦାଉଦ ଜୀବିତ ଥିବେ ତାହେଲେ ଭାବମୂର୍ତ୍ତି ବଜାୟ ରଖିବା ପାଇଁ ରାସ୍ତାରୁ ହଟାଇ ଦେଇ ପାରନ୍ତି । ଏବେ ମଧ୍ୟ ପାକିସ୍ତାନ ସରକାର ମାନୁ ନାହାନ୍ତି କି, ଦାଉଦ ପାକିସ୍ତାନରେ ଅଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.1 ° C
    19.1 °
    19.1 °
    32 %
    1.5kmh
    0 %
    Sun
    19 °
    Mon
    33 °
    Tue
    34 °
    Wed
    35 °
    Thu
    36 °

    ସମ୍ବନ୍ଧିତ