Wednesday, January 28, 2026
17.8 C
Odisha

    ଆଜି ପୁରୀରେ ଅସମ୍ଭାଳ ଭିଡ଼, ପଶ୍ଚିମ ଦ୍ୱାରରେ ଭକ୍ତଙ୍କ ଲମ୍ବା ଲାଇନ

    ଆଗକୁ ପଢନ୍ତୁ

    ଆଜି ପୁରୀରେ ଅସମ୍ଭାଳ ଭିଡ଼ । ପଶ୍ଚିମ ଦ୍ୱାର ଦେଇ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଭକ୍ତଙ୍କ ଲମ୍ବା ଲାଇନ ଲାଗିଛି । ଗହଳି ସାଙ୍ଗକୁ ତାତି ଯୋଗୁଁ କଲବଲ ହେଉଛନ୍ତି ଶ୍ରଦ୍ଧାଳୁ । ଆଜି ପ୍ରଚଣ୍ଡ ତାତି ଯୋଗୁଁ ବଡ଼ଦାଣ୍ଡରେ ଚାଲି ଚାଲି ଯିବା ଶ୍ରଦ୍ଧାଳୁଙ୍କ ପାଇଁ କଷ୍ଟକର ହୋଇପଡ଼ିଥିଲା । ଏହାପରେ ଘଂଟା ଘଂଟା ଧରି ଭକ୍ତଙ୍କୁ ଲମ୍ବା ଲାଇନରେ ଛିଡ଼ା ହେବାକୁ ପଡ଼ିଛି । ଏଥିପାଇଁ ଶ୍ରୀମନ୍ଦିର ଭିତରକୁ ଶୀଘ୍ର ପଶିବା ପାଇଁ ଉଦ୍ୟମ କରୁଛନ୍ତି ଭକ୍ତ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    17.8 ° C
    17.8 °
    17.8 °
    55 %
    2.1kmh
    0 %
    Tue
    17 °
    Wed
    32 °
    Thu
    32 °
    Fri
    32 °
    Sat
    33 °

    ସମ୍ବନ୍ଧିତ