Tuesday, February 17, 2026
15.9 C
Odisha

    UPSC ୨୦୨୩ ଟପ୍ପର ଆଦିତ୍ୟ ଶ୍ରୀବାସ୍ତବଙ୍କ ମାର୍କଶିଟ୍ ଭାଇରାଲ

    ଆଗକୁ ପଢନ୍ତୁ

    ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ପକ୍ଷରୁ ସିଭିଲ ସର୍ଭିସ ପରୀକ୍ଷା (ସିଏସଇ) ୨୦୨୩ର ମାର୍କଶିଟ୍ ଜାରି କରାଯାଇଛି । ୟୁପିଏସସି ପରୀକ୍ଷାରେ ସଫଳ ହୋଇଥିବା ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟକୁ ଯାଇ ନିଜର ନିଜର ମାର୍କ ଦେଖିପାରିବେ । ତେବେ ଏହା ମଧ୍ୟରେ ୟୁପିଏସସି ଟପ୍ପର ଆଦିତ୍ୟ ଶ୍ରୀବାସ୍ତବଙ୍କ ମାର୍କଶିଟ୍ ଭାଇରାଲ ହୋଇଛି । ଆଦିତ୍ୟ ମୋଟ ୧୦୯୯ ମାର୍କ ରଖିଥିବା ବେଳେ ସେ ମୁଖ୍ୟ ପରୀକ୍ଷାରେ ୮୯୯ ମାର୍କ ଓ ପର୍ସନାଲିଟି ଟେଷ୍ଟ ବା ଇଣ୍ଟରଭ୍ୟୁରେ ୨୦୦ ମାର୍କ ହାସଲ କରିଛନ୍ତି । ଆଦିତ୍ୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ମାର୍କଶିଟ୍ ଅପଲୋଡ୍ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    15.9 ° C
    15.9 °
    15.9 °
    89 %
    1.6kmh
    0 %
    Tue
    32 °
    Wed
    33 °
    Thu
    35 °
    Fri
    36 °
    Sat
    36 °

    ସମ୍ବନ୍ଧିତ