Wednesday, April 22, 2026
34.8 C
Odisha

    ଅପରାହ୍ନ ୫ଟା ସୁଦ୍ଧା ୬୦.୫୫ ପ୍ରତିଶତ ହୋଇଛି ମତଦାନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଓଡ଼ିଶାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯାଉଥିବା ବେଳେ ଜନତା ମଧ୍ୟ ଜୋରଦାର ମତଦାନ କରୁଛନ୍ତି। ସକାଳୁ ପାଗ ମଧ୍ୟ ଭଲ ରହିଥିବାରୁ ଲୋକମାନେ ମତଦାନ କରିବାକୁ ବହୁ ସଂଖ୍ୟାରେ ଆସୁଛନ୍ତି। ଭୋଟଦାନ ପ୍ରକ୍ରିୟା ସକାଳ ୭ଟାରୁ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ଯାଏଁ ଚାଲିବ ମତଦାନ। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ତଥ୍ୟ ଅନୁଯାୟୀ, ଅପରାହ୍ନ୫ ଟା ସୁଦ୍ଧା ୬୦.୫୫ ପ୍ରତିଶତ ହୋଇଛି ମତଦାନ ହୋଇଛି ।

    ପରାହ୍ନ ୫ଟା ସୁଦ୍ଧା ୬୦.୫୫ ପ୍ରତିଶତ ଭୋଟିଂ
    -କବିସୂର୍ଯ୍ୟନଗର- ୫୬.୬୬ ପ୍ରତିଶତ
    -କଣ୍ଟାବାଞ୍ଜି- ୫୫.୧୫ ପ୍ରତିଶତ ଭୋଟିଂ
    -କଣ୍ଟାମାଳ- ୫୫.୩୦ ପ୍ରତିଶତ
    -ଖଲ୍ଲିକୋଟ- ୫୮.୨୩ ପ୍ରତିଶତ
    -ଲୋଇସିଂହା- ୫୮.୪୫ ପ୍ରତିଶତ
    -ପଦମପୁର- ୬୫.୩୨ ପ୍ରତିଶତ
    -ପାଟଣାଗଡ-୬୦.୧ ପ୍ରତିଶତ
    -ଫୁଲବାଣୀ- ୫୯.୨୫ ପ୍ରତିଶତ
    -ପୋଲସରା-୫୮.୬୬ ପ୍ରତିଶତ
    -ରଘୁନାଥପାଲି- ୫୮.୨୫ ପ୍ରତିଶତ
    -ରାଜଗାଙ୍ଗପୁର- ୫୭.୫୮ ପ୍ରତିଶତ
    -ରାଉରକେଲା- ୫୫.୧୬ ପ୍ରତିଶତ
    -ସାନଖେମୁଣ୍ଡି- ୫୭.୩୯ ପ୍ରତିଶତ
    -ସୋନପୁର- ୭୧.୩୫ ପ୍ରତିଶତ
    -ସୋରଡା- ୪୭.୮୦ ପ୍ରତିଶତ
    -ସୁନ୍ଦରଗଡ- ୬୨ ପ୍ରତିଶତ
    -ତଳସରା- ୬୫ ପ୍ରତିଶତ
    -ଟିଟିଲାଗଡ- ୬୧.୯୧ ପ୍ରତିଶତ ଭୋଟିଂ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.8 ° C
    34.8 °
    34.8 °
    14 %
    1.9kmh
    2 %
    Wed
    37 °
    Thu
    42 °
    Fri
    44 °
    Sat
    43 °
    Sun
    44 °

    ସମ୍ବନ୍ଧିତ