Sunday, November 8, 2026
24.4 C
Odisha

    ଡିଭାଇଡରରେ ପିଟିହେଲା ଆମ୍ବୁଲାନ୍ସ: ୨ ମୃତ ଓ ୩ ଗୁରୁତର

    ଆଗକୁ ପଢନ୍ତୁ

    ଭଦ୍ରକ : ଡିଭାଇଡରରେ ପିଟିହେଲା ଆମ୍ବୁଲାନ୍ସ । ୨ ମୃତ ଓ ୩ ଗୁରୁତର। ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥର ତିଶଳପୁର ଛକ ନିକଟରେ ଦୁର୍ଘଟଣା ଘଟିଛି । ଆମ୍ବୁଲାନ୍ସଟି ଖଡ଼ଗପୁରରୁ ରୋଗୀଙ୍କୁ ନେଇ କଟକ ଆସୁଥିଲା । ତିଶଳପୁର ନିକଟରେ ବୋଲେରୋକୁ ସାଇଟ୍ ମାରି ଡିଭାଇଡର ସହ ଧକ୍କା ହୋଇଥିଲା । ଆମ୍ବୁଲାନ୍ସରେ ଥିବା ଦୁଇ ମହିଳାଙ୍କ ମୃତ୍ୟୁ ହୋଇଛି । ଗୁରୁତରଙ୍କୁ ଭଦ୍ରକ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    75 %
    1kmh
    2 %
    Sun
    21 °
    Mon
    26 °
    Tue
    26 °
    Wed
    26 °
    Thu
    25 °

    ସମ୍ବନ୍ଧିତ