Monday, October 19, 2026
29.1 C
Odisha

    ଡିଭାଇଡରରେ ପିଟିହେଲା ଆମ୍ବୁଲାନ୍ସ: ୨ ମୃତ ଓ ୩ ଗୁରୁତର

    ଆଗକୁ ପଢନ୍ତୁ

    ଭଦ୍ରକ : ଡିଭାଇଡରରେ ପିଟିହେଲା ଆମ୍ବୁଲାନ୍ସ । ୨ ମୃତ ଓ ୩ ଗୁରୁତର। ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥର ତିଶଳପୁର ଛକ ନିକଟରେ ଦୁର୍ଘଟଣା ଘଟିଛି । ଆମ୍ବୁଲାନ୍ସଟି ଖଡ଼ଗପୁରରୁ ରୋଗୀଙ୍କୁ ନେଇ କଟକ ଆସୁଥିଲା । ତିଶଳପୁର ନିକଟରେ ବୋଲେରୋକୁ ସାଇଟ୍ ମାରି ଡିଭାଇଡର ସହ ଧକ୍କା ହୋଇଥିଲା । ଆମ୍ବୁଲାନ୍ସରେ ଥିବା ଦୁଇ ମହିଳାଙ୍କ ମୃତ୍ୟୁ ହୋଇଛି । ଗୁରୁତରଙ୍କୁ ଭଦ୍ରକ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.1 ° C
    29.1 °
    29.1 °
    59 %
    2.1kmh
    15 %
    Mon
    30 °
    Tue
    30 °
    Wed
    29 °
    Thu
    29 °
    Fri
    29 °

    ସମ୍ବନ୍ଧିତ