Saturday, May 16, 2026
31.7 C
Odisha

    ଅନଲାଇନ ଗେମ ନେଲା ଜୀବନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜଧାନୀରେ ଅଭାବନୀୟ ଘଟଣା। ଅନଲାଇନ ଗେମ ନେଲା ପୁଣି ଜଣେ ଯୁବକଙ୍କ ଜୀବନ। ଭୁବନେଶ୍ଵର ଲକ୍ଷ୍ମୀସାଗର ଚମ୍ପା ପୋଖରୀ ଅଞ୍ଚଳର ଜଣେ ଯୁବକ ଅନଲାଇନ ଗେମ ଖେଳି ହାରିଯିବା ପରେ ନିଜ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପ୍ରାୟ ୭ଲକ୍ଷ ଟଙ୍କା ହାରିବା କାରଣରୁ ସେ ଜୀବନ ହାରିଥିବା ଅଭିଯୋଗ ହୋଇଛି। ମୃତକ ଯୁବକଙ୍କ ନାମ ବିକାଶ ନାୟକ ବୋଲି ଜଣାପଡ଼ିଛି। ଖବରପାଇ ଲକ୍ଷ୍ମୀସାଗର ପୁଲିସ ମୃତଦେହ ଜବତ ପରେ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    31.7 ° C
    31.7 °
    31.7 °
    44 %
    3.9kmh
    23 %
    Sat
    33 °
    Sun
    41 °
    Mon
    45 °
    Tue
    46 °
    Wed
    45 °

    ସମ୍ବନ୍ଧିତ