Wednesday, April 15, 2026
40 C
Odisha

    ଆଜି ବଡଦିନ ପାଇଁ କନ୍ଧମାଳରେ ସୁରକ୍ଷା ବ୍ୟବସ୍ଥା କଡାକଡି

    ଆଗକୁ ପଢନ୍ତୁ

    ସେହିଭଳି ଜିଲ୍ଲାର ସମସ୍ତ ପ୍ରବେଶ ପଥରେ ନାକା କରାଯାଇ ଯାନବାହନ ଯାଞ୍ଚ ଚାଲିଛି। ରାତ୍ରି ପାଟ୍ରୋଲିଂ କୁ କଡାକଡି କରାଯାଇଛି। ଗତକାଲି ଫୁଲବାଣୀ ଟାଉନ ପୁଲିସ ପକ୍ଷରୁ ସହରରେ ଫ୍ଲାଗମାର୍ଚ୍ଚ କରାଯାଇଥିଲା। ସଦର ଏସଡିପିଓ ଶୁଭ୍ରଜିତ ବିଶ୍ବାଳ ଓ ଟାଉନ ଥାନା ଅଧିକାରୀ ପି ସ୍ବରୂପ କିଶନଙ୍କ ନେତୃତ୍ୱରେ ଆୟୋଜିତ ଏହି ଫ୍ଲାଗମାର୍ଚ୍ଚ ସହର ପରିକ୍ରମା କରି ଶାନ୍ତିର ବାର୍ତ୍ତା ଦେଇଥିଲା। ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହିତ ଏହି ପର୍ବ ପାଳନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ଏସପି ହରିଶ ବି ସି ପ୍ରକାଶ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    40 ° C
    40 °
    40 °
    15 %
    0.3kmh
    0 %
    Wed
    42 °
    Thu
    43 °
    Fri
    44 °
    Sat
    44 °
    Sun
    45 °

    ସମ୍ବନ୍ଧିତ