Sunday, October 11, 2026
22.8 C
Odisha

    ପୁରୀ ସମୁଦ୍ରରେ ଭାସି ଆସିଲା ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି, କେଉଁଠୁ ଆସିଲା ଅସ୍ପଷ୍ଟ

    ଆଗକୁ ପଢନ୍ତୁ

    ପୁରୀ : ସମୁଦ୍ରରେ ଭାସିଆସିଲେ ଶ୍ରୀଜଗନ୍ନାଥ । ପୁରୀ ସମୁଦ୍ର ବେଳାଭୂମିରେ ଦେଖିବାକୁ ମିଳିଛି ଏ ଦୃଶ୍ୟ । ଆଜି ସକାଳେ ପର୍ଯ୍ୟଟକ ମାନେ ସମୁଦ୍ରରେ ସ୍ନାନ କରୁଥିବା ବେଳେ, ମୂର୍ତ୍ତିଟି ଭାସୁଥିବା ଦେଖିବାକୁ ପାଇଥିଲେ । ପରେ ପର୍ଯ୍ୟଟକ ମାନେ ମୂର୍ତ୍ତିକୁ ଉଦ୍ଧାର କରି କୂଳକୁ ଆଣିଥିଲେ । ତେବେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି କେଉଁଠୁ ଭାସି ଆସିଲା, କିଏ ଭସାଇଲା ସେନେଇ ସ୍ପଷ୍ଟ ଜଣାପଡିନି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.8 ° C
    22.8 °
    22.8 °
    82 %
    0.9kmh
    0 %
    Sat
    22 °
    Sun
    30 °
    Mon
    29 °
    Tue
    30 °
    Wed
    30 °

    ସମ୍ବନ୍ଧିତ