Monday, March 9, 2026
31.7 C
Odisha

    ଆସନ୍ତା 5 ବର୍ଷ ପାଇଁ କଳା ତାଲିକାଭୁକ୍ତ ହେଲା ସିଲିକନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : କଳା ତାଲିକାଭୁକ୍ତ ହେଲା ସିଲିକନ ଟେକ୍‌ ଲ୍ୟାବ୍‌ ପ୍ରାଇଭେଟ୍‌ ଲିମିଟେଡ । ଆସନ୍ତା ୫ବର୍ଷ ପାଇଁ ସଂସ୍ଥାକୁ କଳା ତାଲିକାଭୁକ୍ତ କରିଛନ୍ତି ହାଇକୋର୍ଟ । ASO ପରୀକ୍ଷାରେ ଅନିୟମିତତା କରିଥିବା ନେଇ ପ୍ରମାଣ ମିଳିଥିଲା । ପୁଲିସ ଏସଆଇ ସ୍କାମରେ ସାମ୍ନାକୁ ଆସିବା ପରେ ସିଲିକନ୍‌ ଟେକ୍‌ ସହ ସମସ୍ତ ଚୁକ୍ତି ବାତିଲ କରିଥିଲେ ରାଜ୍ୟ ସରକାର । ସିଲିକନ୍‌ ଟେକ୍‌ ମାଲିକ ସୁରେଶ ନାୟକ ପୂର୍ବରୁ ଗିରଫ ହୋଇଛନ୍ତି ।

    ନଭେମ୍ବର ୧୨ ତାରିଖରେ, ହାଇକୋର୍ଟ ପରୀକ୍ଷାର ନିରପେକ୍ଷତା ଉପରେ ଗମ୍ଭୀର ସନ୍ଦେହ ପ୍ରକାଶ କରି ଜୁଲାଇ ୧୩ ତାରିଖରେ କମ୍ପାନୀ ଦ୍ୱାରା ପରିଚାଳିତ ମୁଖ୍ୟ ଲିଖିତ ପରୀକ୍ଷାକୁ ବାତିଲ କରିଦେଇଥିଲେ। ଏସଆଇ ନିଯୁକ୍ତି ଦୁର୍ନୀତିରେ ସମ୍ପୃକ୍ତି ଥିବା ଅଭିଯୋଗରେ କମ୍ପାନୀର ମାଲିକ ସୁରେଶ ନାୟକଙ୍କୁ ନଭେମ୍ବର ୩ ତାରିଖରେ ରାଜ୍ୟ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.7 ° C
    31.7 °
    31.7 °
    43 %
    1.3kmh
    4 %
    Mon
    37 °
    Tue
    38 °
    Wed
    39 °
    Thu
    39 °
    Fri
    40 °

    ସମ୍ବନ୍ଧିତ