Friday, April 17, 2026
42.1 C
Odisha

    ମହମ୍ମଦ ମୋକିମଙ୍କ ନୂଆ ରାଜନୈତିକ ଦଳ ଓଡ଼ିଶା ଜନତା କଂଗ୍ରେସ’, ପୌର ଓ ପଞ୍ଚାୟତ ନିର୍ବାଚନରେ ଲଢ଼ିବ ଦଳ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଓଡ଼ିଶାରେ ନୂଆ ରାଜନୈତିକ ଦଳ ଓଡ଼ିଶା ଜନତା କଂଗ୍ରେସ । ଯାହାର ନେତୃତ୍ୱ ନେଉଛନ୍ତି ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ । ପ୍ରତିଷ୍ଠାତା ସଭାପତି ଭାବେ ସେ ଓଡ଼ିଶାର ଯୁବପିଢିଙ୍କୁ ନେଇ ବିଧିବଦ୍ଧ ଭାବେ ଏହି ନୂଆ ଦଳ ଗଠନ କରିଛନ୍ତି । ବିଗତ ବର୍ଷ ରେ ଚିନ୍ତା କରାଯାଇଥିଲା ଓଡ଼ିଶାର ପରିବର୍ତନ କରିବା ପାଇଁ । ଯୁବ ନେତୃତ୍ୱଙ୍କୁ ନେଇ ଓଡିଶା ଜନତା କଂଗ୍ରେସ ପାର୍ଟି ର ସୃଷ୍ଟି ହୋଇଥିବା କହିଛନ୍ତି ମୋକିମ । ମହାତ୍ମା ଗାନ୍ଧୀଙ୍କ ବିଚାର ଧାରା, ସୁବାସ ବୋଷଙ୍କ ସାହସ, ଆମ୍ବେଦକରଙ୍କ ସମସ୍ତଙ୍କୁ ସମାନ ଦେବା ଅଧିକାରକୁ ନେଇ ଦଳ ଆଗକୁ ଯାଉଛି ।

    ଓଡ଼ିଆଙ୍କ ପାଇଁ ଓଡିଶା ନାରା ଟ୍ୟାଗ ଲାଇନ ଦେଇଛି ଦଳ । ପୂର୍ଵ ସରକାର ଓ ଏବେକା ସରକାର ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ ବୋଲି କହିଛନ୍ତି ମହମ୍ମଦ ମୋକିମ। ଓଡ଼ିଶା ଜନତା କଂଗ୍ରେସ ଭାରତୀୟ ଜନତା ପାର୍ଟିର ବିରୋଧରେ ବିକଳ୍ପ ହେବ ବୋଲି ସେ କହିଛନ୍ତି । ଅନ୍ୟପଟେ ଆମେ ଓଡ଼ିଆ ଭାରି ବଢିଆ ଓଡିଶା ଜନତା କଂଗ୍ରେସ ମଞ୍ଚରେ ନାରା ଦେଇଛନ୍ତି କଟକ ବାରବାଟୀ ବିଧାୟିକା ସୋଫିଆ ଫିରଦୋଷ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    42.1 ° C
    42.1 °
    42.1 °
    12 %
    4kmh
    0 %
    Fri
    43 °
    Sat
    43 °
    Sun
    44 °
    Mon
    44 °
    Tue
    43 °

    ସମ୍ବନ୍ଧିତ