Tuesday, January 27, 2026
29.4 C
Odisha

    ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ବୋମାରେ ଉଡ଼ାଇଦେବାକୁ ଧମକ

    ଆଗକୁ ପଢନ୍ତୁ

    ରାଜଧାନୀ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ବୋମାରେ ଉଡ଼ାଇଦେବାକୁ ଧମକ ମିଳିଛି। ଏବେ ରବିବାର ଦିଲ୍ଲୀର ଦୁଇଟି ଡାକ୍ତରଖାନା ପରେ ବର୍ତ୍ତମାନ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (ଆଇଜିଆଇ) କୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ଏବଂ ବିମାନବନ୍ଦରରେ ତଲାସୀ ଜାରି ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.4 ° C
    29.4 °
    29.4 °
    27 %
    1.9kmh
    0 %
    Tue
    31 °
    Wed
    32 °
    Thu
    32 °
    Fri
    32 °
    Sat
    33 °

    ସମ୍ବନ୍ଧିତ