Friday, September 18, 2026
25.4 C
Odisha

    ଏବେ ଖଣି ଠିକଣା ଦେବ ଡ୍ରୋନ୍ ,ଏଆଇ

    ଆଗକୁ ପଢନ୍ତୁ

    ଭୁବନେଶ୍ଵର: ଖଣିଜ ସମ୍ପଦରେ ପରିପୂର୍ଣ୍ଣ ଓଡିଶା। ଏଠାରେ ଲୁହାପଥରଠାରୁ ଆରମ୍ଭ କରି ଗ୍ରାଫାଇଟ୍ ଏବଂ ମାଙ୍ଗାନିଜ୍ ପର୍ଯ୍ୟନ୍ତ ବହୁ ମୂଲ୍ୟବାନ୍ ଖଣି ରହିଛି। ରାଜ୍ୟର ଖଣିଜ ସମ୍ପଦ ତାଲିକାରେ ପୁଣି ଏକ ମୂଲ୍ୟବାନ୍ ଖଣିଜ ପଦାର୍ଥ ଯୋଡି ହେବାକୁ ଯାଉଛି। ଖଣି ଏବଂ ଶିଳ୍ପ ବିହୀନ ନୟାଗଡ ଜିଲ୍ଲା ମାଟି ତଳେ ଲିଥିୟମ୍ ଭଳି ମୂଲ୍ୟବାନ୍ ଖଣିଜ ସମ୍ପଦର ସନ୍ଧାନ ମିଳିଛି। ଏଥିସହିତ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଜଳଦିହା ଗାଁରେ ସୁନା ଖଣି ସନ୍ଧାନ ମିଳିଥିବା ଭାରତୀୟ ଭୂତତ୍ତ୍ଵ ସର୍ବେକ୍ଷଣ ପକ୍ଷରୁ ସୂଚନା ମିଳିଛି। ସିଜିପିବିର ୬୪ତମ ବୈଠକ ଲୋକସେବା ଭବନସ୍ଥିତ ରାଜ୍ୟ ସମ୍ମିଳନୀ କେନ୍ଦ୍ରରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଖଣି ସଚିବ ଭି.ଏଲ୍ କାନ୍ତାରାଓ ଅଧ୍ୟକ୍ଷତା କରିଥିବାବେଳେ ଜିଏସଇର ମହାନିର୍ଦେଶକ ଅସିତ୍ ଶାହା , ଉପମହାନିର୍ଦେଶକ ପଙ୍କଜ କୁମାର , ଖଣି ମନ୍ତ୍ରାଳୟର ଅତିରିକ୍ତ ସଚିବ ସଞ୍ଜୟ ଲୋହିଆ ପ୍ରମୁଖ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.4 ° C
    25.4 °
    25.4 °
    85 %
    1.2kmh
    87 %
    Thu
    25 °
    Fri
    31 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ