Monday, January 5, 2026
13.5 C
Odisha

    ଓଡ଼ିଶାରେ ମିଶି ବଡ଼ ଭୁଲ୍ କରିଦେଲୁ: ଜୟନାରାୟଣଙ୍କ ବିବାଦୀୟ ମନ୍ତବ୍ୟ

    ଆଗକୁ ପଢନ୍ତୁ

    ବିଜେପି ବିଧାୟକ ଜୟନାରାୟଣ ମିଶ୍ର ବିବାଦୀୟ ମନ୍ତବ୍ୟ ପୁଣି ରାଜ୍ୟ ରାଜନୀତିକୁ ସରଗରମ କରିଛି। ସମ୍ବଲପୁରରେ ସୁଭଦ୍ରା କାର୍ଯ୍ୟକ୍ରମରେ ଯୋଗଦେଇ ଜୟନାରାୟଣ ଉତ୍କଳ ଏବଂ କୋଶଳ ପ୍ରସଙ୍ଗ ସମ୍ପର୍କରେ କହିଛନ୍ତି ।କୋଶଳ କି କଳିଙ୍ଗର ଜୟଗାନ ହେଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ଉତ୍କଳ କହିଲେ କେବଳ ଓ ବାଲେଶ୍ୱରକୁ ବୁଝାଉଛି । ଏହା ଏକ ମାନସିକତା,ଆମକୁ ତୁମେ ଶୋଷଣ କରୁଛ।ସବୁବେଳେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହୁଥିବା ଜୟନାରାୟଣ ବର୍ତ୍ତମାନ ବିରୋଧୀଙ୍କ ଟାର୍ଗେଟ ହୋଇପାରନ୍ତି ଏବଂ ବିଧାନସଭାରେ ଏନେଇ ବିରୋଧୀ ଶାସକ ଦଳଙ୍କୁ ଘେରିବାର ଆଶଙ୍କା ରହିଥିବା କୁହାଯାଉଛି । ଜୟନାରାୟଣ ମିଶ୍ରଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    13.5 ° C
    13.5 °
    13.5 °
    91 %
    0.9kmh
    0 %
    Mon
    27 °
    Tue
    27 °
    Wed
    27 °
    Thu
    27 °
    Fri
    27 °

    ସମ୍ବନ୍ଧିତ