Wednesday, September 16, 2026
25.2 C
Odisha

    ଓଡ଼ିଶାର ୧୯ ଜଣ ‘ପୋଲିସ ପଦକ’ରେ ହେବେ ସମ୍ମାନିତ, ୬ ଜଣ ପାଇବେ ସାହସିକତା ପୁରସ୍କାର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାର ୧୯ ଜଣ ପୋଲିସ ପଦକରେ ସମ୍ମାନୀତ ହେବେ । ସୁପରିଣ୍ଟେଣ୍ଡେଣ୍ଟ ପୋଲିସ ସରୋଜ ସାମଲ ଏବଂ କନଷ୍ଟେବଲ୍ ସତ୍ୟବାଦୀ ମଲ୍ଲିକ ପାଇବେ ରାଷ୍ଟ୍ରପତି ପୁରସ୍କାର ।

    ୬ ପୋଲିସ କର୍ମଚାରୀଙ୍କୁ ସାହସିକତା ପୁରସ୍କାର ।ସେବାରେ ପ୍ରଶଂସନୀୟ କାର୍ଯ୍ୟ ପାଇଁ ୧୧ ପୋଲିସଙ୍କୁ ମିଳିବ ପୁରସ୍କାର । ଅଗ୍ନିଶମ ସେବାରେ ଭମରବର ସେଠ୍ ପାଇବେ ରାଷ୍ଟ୍ରପତି ପୁରସ୍କାର । ଅଗ୍ନିଶମ ସେବାର ୪ ଜଣ ହେବେ ପୁରସ୍କୃତ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25.2 ° C
    25.2 °
    25.2 °
    85 %
    1.4kmh
    23 %
    Tue
    25 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ