Thursday, September 18, 2025
25.5 C
Odisha

    ଓଡିଶା ଆଦର୍ଶ ବିଦ୍ୟାଳୟରେ ଅଗ୍ନିକାଣ୍ଡ:ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

    ଆଗକୁ ପଢନ୍ତୁ

    ରାଇରଙ୍ଗପୁର: ମୟୂରଭଞ ଜିଲ୍ଲା ରାଇରଙ୍ଗପୁର ବ୍ଲକର ଗୋରୁମହିଷାଣୀ ନିକଟସ୍ଥ ସାନମୌଦା ଓଡିଶା ବିଦ୍ୟାଳୟଠାରେ ଶନିବାର ପୂର୍ବାହ୍ନ ୧୦ ଘଟିକାଠାରେ ହଠାତ୍ ନିଆଁ ଲାଗିଯିବାରୁ ସେଠାରେ ଥିବା ଲକ୍ଷାଧିକ ଟଙ୍କାର ବେଞ୍ଚ୍ ଓ ଡେସ୍କ୍ ଜଳିପୋଡ଼ି ନଷ୍ଟ ହୋଇଯାଇଛି ।ବିଦ୍ୟାଳୟର ଅଧକ୍ଷ ପ୍ରତାପ ଚନ୍ଦ୍ର ବେହେରାଙ୍କ ଠାରୁ ପ୍ରକାଶ ଯେ ଅଗ୍ନିକାଣ୍ଡରେ ୫ ଲକ୍ଷରୁ ଅଧିକ ଟଙ୍କାରୁ ଅଧିକ ସମ୍ପତ୍ତି ନଷ୍ଟ ହୋଇଛି । ତେବେ ଅଳ୍ପକେ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ବର୍ତ୍ତିଯାଇଛନ୍ତି । ତେବେ ନିଆଁ ଲାଗିବାର କାରଣ ଅଷ୍ପସ୍ଟ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25.5 ° C
    25.5 °
    25.5 °
    89 %
    0.9kmh
    13 %
    Thu
    26 °
    Fri
    31 °
    Sat
    31 °
    Sun
    31 °
    Mon
    30 °

    ସମ୍ବନ୍ଧିତ