Tuesday, March 17, 2026
23.4 C
Odisha

    କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ଘଟଣା ବିବାଦ, ଏସପିଙ୍କ ଦ୍ୱାରସ୍ଥ ହେଲେ ବଲାଙ୍ଗୀର ଖ୍ରୀଷ୍ଟିୟାନ ୟୁଥ୍ ଫୋରମ

    ଆଗକୁ ପଢନ୍ତୁ

    ଏହାସହ ହ୍ୟୁମାନ ସାଗରଙ୍କ ଟଙ୍କା ମଧ୍ୟ ଦୁଇ ମ୍ୟାନେଜରଙ୍କ ପାଖରେ ରହିଛି ଏହାର ତଦନ୍ତ କରାଯାଉ ବୋଲି ଦାବି କରିଛି ଖ୍ରୀଷ୍ଟିୟାନ ୟୁଥ୍ ଫୋରମ । ହ୍ୟୁମାନ ସାଗରଙ୍କୁ ନ୍ୟାୟ ଦାବି କରାଯାଇଛି । ହ୍ୟୁମାନଙ୍କ ମୃତ୍ୟୁ ପରେ ତାଙ୍କ ମାଆଙ୍କୁ ଅସଭ୍ୟ ଭାଷାରେ ଗାଳି କରିଥିଲେ ହ୍ୟୁମାନଙ୍କ ମ୍ୟାନେଜର  । ତେଣୁ ଦୁଇ ମ୍ୟାନେଜରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ୟୁଥ ଖ୍ରୀଷ୍ଟିୟାନ କମ୍ୟୁନିଟି ସଭାପତି ପୁଣ୍ୟମୁର୍ତୀ ଖ୍ରୀଷ୍ଟଦାସ । ଅଭିଯୋଗ ପରେ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ବଲାଙ୍ଗୀର ଅତିରିକ୍ତ ଏସପି ଅମୃତ ପଣ୍ଡା ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.4 ° C
    23.4 °
    23.4 °
    45 %
    1.1kmh
    100 %
    Tue
    36 °
    Wed
    36 °
    Thu
    35 °
    Fri
    34 °
    Sat
    33 °

    ସମ୍ବନ୍ଧିତ