Monday, October 5, 2026
24.7 C
Odisha

    କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମିଳିବ ୧୮ ମାସର DA ବକେୟା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ, କେନ୍ଦ୍ର ସରକାର ଅଧୀନରେ କାମ କରୁଥିବା କର୍ମଚାରୀ ତଥା ପେନସନଭୋଗୀ ପାଇବେ ୧୮ ମାସର DA ବକେୟା।ଏହି ବିଲ ଲୋକସଭାରେ ପାରିତ ହେବ।

    ସୂଚନା ମୁତାବକ, ଦେଶରେ ଥିବା କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀ ସରକାରଙ୍କ ଏହି ବିଲ ପାରିତ ହେବା ପରେ ସେମାନଙ୍କ ବକେୟା ମହଙ୍ଗାଭତ୍ତା ପାଇପାରିବେ। ଆକଳନ ଅନୁଯାୟୀ, ପ୍ରତି କର୍ମଚାରୀଙ୍କୁ ପ୍ରାୟ ଅଢେଇ ଲକ୍ଷ ପରି ବକେୟା ଅର୍ଥ ମିଳିବ। ୧୮ ମାସରେ ବାକିଥିବା DAରେ ଏହି ଅର୍ଥରାଶି ୨,୩୦,୦୦୦ ଟଙ୍କା ହୋଇଛି।DA ବକେୟା ହେଉଛି ଗତ ତାରିଖରୁ DA ବୃଦ୍ଧି ଆଧାରରେ କର୍ମଚାରୀମାନଙ୍କୁ ଦିଆଯାଉଥିବା ଅର୍ଥ। ସରକାର DAରେ ବୃଦ୍ଧି କରିଥିଲେ ମଧ୍ୟ ସେହି ବର୍ଦ୍ଧିତ ଟଙ୍କା ନ ମିଳିବା। ଏହି ହିସାବରେ ଗତ ୧୮ ମାସ ହେଲା DAରେ ହୋଇଥିବା ବୃଦ୍ଧି ଅର୍ଥ ପ୍ରଦାନ କରାଯାଇ ନାହିଁ। ଯେମିତି କି ଜଣଙ୍କର ପ୍ରକୃତ ଦରମା ଯଦି ୫୦ ହଜାର ହୋଇଥିବ, DA ୧୧ ପ୍ରତିଶତ ହୋଇଥିଲେ, ୧୮ ମାସରେ ଏହା ୯୯ ହଜାର ଟଙ୍କା ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    70 %
    0.8kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ