Thursday, April 30, 2026
26.9 C
Odisha

    କୋରାପୁଟ-ରାୟଗଡ଼ା ଯୋଗାଯୋଗ ବିଚ୍ଛିନ୍ନ; ବଙ୍ଗଳାଗୁଡ଼ା ଅସ୍ଥାୟୀ ପୋଲରେ ୬ ଫୁଟ ଉପରେ ବର୍ଷା ଜଳ ପ୍ରବାହିତ

    ଆଗକୁ ପଢନ୍ତୁ

    କୋରାପୁଟ : ଗୁରୁବାର ରାତିରୁ ପ୍ରବଳ ବର୍ଷା ଯୋଗୁଁ କୋରାପୁଟ ଜିଲ୍ଲାର ନାଳ ନଦୀରେ ଜଳ ପତନ ବୃଦ୍ଧି ପାଇଛି । ଲଗାନା ବର୍ଷା ଯୋଗୁଁ କୋରାପୁଟ-ରାୟଗଡା ୩୨୬ନଂ ଜାତୀୟ ରାଜପଥର ବଙ୍ଗଳାଗୁଡା ଅସ୍ଥାୟୀ ବ୍ରିଜ ଉପରେ ୬ ଫୁଟ ପାଣି ବୋହୁଥିବା ଦେଖିବାକୁ ମିଳିଛି। ଫଳରେ କୋରାପୁଟ ରାୟଗଡ଼ା ଯୋଗାଯୋଗ ବିଚ୍ଛିନ୍ନ ହେବା ସହ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ରାସ୍ତାର ଉଭୟ ପାର୍ଶ୍ଵରେ ଶତାଧିକ ଗାଡ଼ି ଅଟକି ରହିଛି। ବିପଦ ଜନକ ସ୍ଥିତିରେ ଗାଡ଼ି ଚଳାଚଳ ବନ୍ଦ କରିବାକୁ ଘଟଣା ସ୍ଥଳରେ କୋରାପୁଟ ସଦର ଥାନା ପୁଲିସ ଉପସ୍ଥିତ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    26.9 ° C
    26.9 °
    26.9 °
    67 %
    6.2kmh
    73 %
    Thu
    27 °
    Fri
    36 °
    Sat
    41 °
    Sun
    42 °
    Mon
    39 °

    ସମ୍ବନ୍ଧିତ