Saturday, May 2, 2026
33.3 C
Odisha

    ଖୋର୍ଦ୍ଧାରୁ ବଡ଼ ଧରଣର ସେକ୍ସ ରାକେଟ ଠାବ: ଦେହଜୀବୀଙ୍କ ସହ ୧୦ ଗ୍ରାହକ ଗିରଫ

    ଆଗକୁ ପଢନ୍ତୁ

    ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାରେ ସଦର ଥାନା ପୋଲିସ ବଡ଼ ଧରଣର ସେକ୍ସ ରାକେଟ ଠାବ କରିବାରେ ସଫଳ ହୋଇଛି। ବିଶେଷ ସୂତ୍ରରୁ ଖବର ପାଇ ସଦର ଥାନା ଦଧି ମାଛ ଗାଡ଼ିଆ ଅଞ୍ଚଳରେ ଚଢ଼ାଉ କରିଥିଲା। ଏହି ସମୟରେ ଏକ ଘରେ ରୂପଜୀବୀଙ୍କ ସହ କିଛି ଗ୍ରାହକ ଅସଞ୍ଜତ ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲା।

    ଦେହ ବ୍ୟବସାୟ ଅଭିଯୋଗରେ ୪ଜଣ ଦେହଜୀବୀଙ୍କ ସହ ୧୦ଜଣ ଗ୍ରାହକଙ୍କୁ ଅଟକ ରଖି ପୋଲିସ ପଚରାଉଚୁରା କରୁଛି। ଘଟଣାସ୍ଥଳରୁ ୫ଟି ବାଇକ ସହ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଥିବା ସଦର ଥାନା ପୋଲିସ ସୂଚନା ଦେଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.3 ° C
    33.3 °
    33.3 °
    27 %
    2.3kmh
    100 %
    Sat
    34 °
    Sun
    40 °
    Mon
    40 °
    Tue
    38 °
    Wed
    37 °

    ସମ୍ବନ୍ଧିତ