Friday, May 23, 2025
32 C
Odisha

ଗୁଗଲ୍ ସର୍ଚ୍ଚ କରି ଚୋରି : ଧନୀଙ୍କୁ ଟାର୍ଗେଟ୍‌ କରୁଥିଲା ସ୍ପାଇଡର୍‌ ସତୀ

ଆଗକୁ ପଢନ୍ତୁ

ଭୁବନେଶ୍ଵର: ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ଘଟଣାର ପର୍ଦ୍ଦାଫାସ କରିଛି କମିଶନରେଟ୍ ପୁଲିସ୍ । କମିଶନରେଟ୍ ପୁଲିସ୍ ଅଭିଯୁକ୍ତକୁ ଆନ୍ଧ୍ର ପ୍ରଦେଶ ବିଜୟଓ୍ବାଡାରୁ ଗିରଫ କରିଛି। ଅଭିଯୁକ୍ତ ନାମ କେ. ସତୀ ବାବୁ ଓରଫ୍ ସ୍ପାଇଡର୍ ସତୀ ବୋଲି ଜଣାପଡିଛି। ୪୦୦ ସିସି ଟିଭି, ୧୦ ହଜାର ମୋବାଇଲ ଫୋନ୍ ଯାଞ୍ଚ କରି ଅଭିଯୁକ୍ତ ଧରାପଡିଛି। ଚୋରି ହୋଇଥିବା ବିପୁଳ ହୀରା ମଧ୍ୟ ଜବତ ହୋଇଛି। ଧନୀ ଲୋକଙ୍କ ଘରୁକୁ ଟାର୍ଗେଟ୍ କରୁଥିଲା ସ୍ପାଇଡର ସତୀ । ଗୁଗୁଲରୁ ସର୍ଚ୍ଚ କରି ସେ ଧନୀ ଲୋକଙ୍କ ଘରେ ପଶୁଥିଲା। ସ୍ପାଇଡର ସତୀ ନାଁରେ ୭୦ରୁ ଅଧିକ ମାମଲା ରହିଛି। ଏ ନେଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ପୁଲିସ୍ କମିଶନର।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
light rain
32 ° C
32 °
32 °
48 %
0.5kmh
80 %
Fri
31 °
Sat
33 °
Sun
36 °
Mon
35 °
Tue
36 °

ସମ୍ବନ୍ଧିତ