Monday, October 19, 2026
23.2 C
Odisha

    ଗୁଗଲ୍ ସର୍ଚ୍ଚ କରି ଚୋରି : ଧନୀଙ୍କୁ ଟାର୍ଗେଟ୍‌ କରୁଥିଲା ସ୍ପାଇଡର୍‌ ସତୀ

    ଆଗକୁ ପଢନ୍ତୁ

    ଭୁବନେଶ୍ଵର: ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି ଘଟଣାର ପର୍ଦ୍ଦାଫାସ କରିଛି କମିଶନରେଟ୍ ପୁଲିସ୍ । କମିଶନରେଟ୍ ପୁଲିସ୍ ଅଭିଯୁକ୍ତକୁ ଆନ୍ଧ୍ର ପ୍ରଦେଶ ବିଜୟଓ୍ବାଡାରୁ ଗିରଫ କରିଛି। ଅଭିଯୁକ୍ତ ନାମ କେ. ସତୀ ବାବୁ ଓରଫ୍ ସ୍ପାଇଡର୍ ସତୀ ବୋଲି ଜଣାପଡିଛି। ୪୦୦ ସିସି ଟିଭି, ୧୦ ହଜାର ମୋବାଇଲ ଫୋନ୍ ଯାଞ୍ଚ କରି ଅଭିଯୁକ୍ତ ଧରାପଡିଛି। ଚୋରି ହୋଇଥିବା ବିପୁଳ ହୀରା ମଧ୍ୟ ଜବତ ହୋଇଛି। ଧନୀ ଲୋକଙ୍କ ଘରୁକୁ ଟାର୍ଗେଟ୍ କରୁଥିଲା ସ୍ପାଇଡର ସତୀ । ଗୁଗୁଲରୁ ସର୍ଚ୍ଚ କରି ସେ ଧନୀ ଲୋକଙ୍କ ଘରେ ପଶୁଥିଲା। ସ୍ପାଇଡର ସତୀ ନାଁରେ ୭୦ରୁ ଅଧିକ ମାମଲା ରହିଛି। ଏ ନେଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ପୁଲିସ୍ କମିଶନର।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ