Friday, April 17, 2026
37.6 C
Odisha

    ଘନ କୁହୁଡ଼ି ପାଇଁ ବିମାନ ଚଳାଚଳ ପ୍ରଭାବିତ, ଟ୍ରାଭେଲ ଆଡଭାଇଜରୀ ଜାରି କଲା ଏୟାର ଇଣ୍ଡିଆ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଦିଲ୍ଲୀରେ ଘନ କୁହୁଡ଼ି ପାଇଁ ବିମାନ ଚଳାଚଳ ପ୍ରଭାବିତ ଆଶଙ୍କା । ଟ୍ରାଭେଲ ଆଡଭାଇଜରୀ ଜାରି କଲା ଏୟାର ଇଣ୍ଡିଆ । ଦିଲ୍ଲୀ ସମେତ ଉତ୍ତର ଓ ପୂର୍ବ ଭାରତରେ ଘନ କୁହୁଡ଼ି ଲାଗି ରହୁଛି । ବିଭିନ୍ନ ବିମାନବନ୍ଦରରେ ଦୃଶ୍ୟମାନ ଦୂର ହ୍ରାସ ଯୋଗୁ ବିମାନ ଚଳାଚଳ ପ୍ରଭାବିତ ହୋଇପାରେ । ଏଥିପାଇଁ ବିମାନ ଉଡ଼ାଣ ବିଳମ୍ବିତ ଆଶଙ୍କା ରହିଛି ।

    ତେଣୁ ଯାତ୍ରୀଙ୍କ ଲାଗି ଟ୍ରାଭେଲ ଆଡଭାଇଜରୀ ଜାରି କରିଛି ଏୟାର ଇଣ୍ଡିଆ । ଯାତ୍ରୀଙ୍କୁ ଘରୁ ଶୀଘ୍ର ନ ବାହାରିବା ପାଇଁ କୁହାଯାଇଛି । ବିମାନ ବନ୍ଦରକୁ ଆସିବା ପୂର୍ବରୁ ଯାତ୍ରୀମାନେ ଏୟାର ଇଣ୍ଡିଆ ୱେବସାଇଟରେ ସେମାନଙ୍କ ଫ୍ଲାଇଟ ସ୍ଥିତି ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.6 ° C
    37.6 °
    37.6 °
    21 %
    2.1kmh
    0 %
    Fri
    42 °
    Sat
    43 °
    Sun
    43 °
    Mon
    44 °
    Tue
    43 °

    ସମ୍ବନ୍ଧିତ