Tuesday, May 26, 2026
32.4 C
Odisha

    ଜ୍ୱାଇଁର ଶାବଳ ମାଡ଼ରେ ଶାଶୂ ଓ ସ୍ତ୍ରୀ ମୃତ

    ଆଗକୁ ପଢନ୍ତୁ

    ସମ୍ବଲପୁର: ରେଢାଖୋଲରେ ଡବଲ ମର୍ଡର। ଜ୍ୱାଇଁର ଶାବଳ ମାଡ଼ରେ ଶାଶୂ ଏବଂ ସ୍ତ୍ରୀ ମୃତ । ରେଢାଖୋଲ ଥାନା ପୋଡାବଲଣ୍ଡା ଗାଁରେ ଏହି ଅଭାବନୀୟ ଘଟଣ ଘଟିଛି। କୌଣସି ଘଟଣାକୁ ନେଇ ଜ୍ୱାଇଁ ଉତକ୍ଷିପ୍ତ ହୋଇ ଶାବଳ ଧରି ଶାଶୂ ଓ ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲା । ଆକ୍ରମଣରେ ଉଭୟ ଶାଶୂ ଓ ସ୍ତ୍ରୀଙ୍କ ମୃତ୍ଯୁ ଘଟିଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ଯପଟେ ଜ୍ୱାଇଁ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ମୃତ ସ୍ତ୍ରୀଙ୍କ ନାଁ ଲକି ସାହୁ ଓ ଶାଶୂ ରୁବି ସାହୁ ବୋଲି ଜଣାପଡିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    32.4 ° C
    32.4 °
    32.4 °
    37 %
    2.9kmh
    34 %
    Tue
    32 °
    Wed
    45 °
    Thu
    45 °
    Fri
    43 °
    Sat
    43 °

    ସମ୍ବନ୍ଧିତ