Saturday, March 14, 2026
38.1 C
Odisha

    ତିନି ଦିନ ବିଧାନସଭା ଛୁଟି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଶନିବାର ଗୃହକାର୍ଯ୍ୟ ସରିବା ପରେ ବାଚସ୍ପତି ସୁରମା ପାଢୀ ଏପ୍ରିଲ ୨ ପୂର୍ବାହ୍ଣ ୧୦ଟା ୩୦ମିନିଟ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ମଝିରେ ତିନିଦିନ ଛୁଟି ପଡୁଥିବାରୁ ବିଧାନସଭାକୁ ଛୁଟି ଘୋଷଣା କରାଯାଇଛି। ୩୦ତାରିଖ ରବିବାର, ୩୧ ତାରିଖରେ ଇଦୁଲ ଫିତର ଏବଂ ଏପ୍ରିଲ ୧ରେ ଉତ୍କଳ ଦିବସ ପାଇଁ ଛୁଟି ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.1 ° C
    38.1 °
    38.1 °
    9 %
    4.3kmh
    0 %
    Sat
    37 °
    Sun
    38 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ