Sunday, September 13, 2026
24.4 C
Odisha

    ଥଣ୍ଡାର ଥାର୍ଡ ଡିଗ୍ରୀ; ୧୦ ଡ଼ିଗ୍ରୀ ତଳେ ୧୧ ସହରର ତାପମାତ୍ରା

    ଆଗକୁ ପଢନ୍ତୁ

    ପ୍ରବଳ ଜାଡରେ ଥରୁଛି ଓଡିଶା। ଆଭ୍ୟନ୍ତରୀଣ ଓଡ଼ିଶାରେ ଅସହ୍ୟ ଶୀତ ଅନୁଭୁତ ହେବା ସହ ୧୧ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ପାରଦ ତଳମୁହାଁ ହେବା ଯୋଗୁଁ ରାଜ୍ୟର କିଛି ସ୍ଥାନରେ ରାତି ତାପମାତ୍ରା ଖସିଛି। ତାପମାତ୍ରା ହ୍ରାସ ହେବା କାରଣରୁ ଥଣ୍ଡା ଅନୁଭୂତ ହେଉଛି । ତେବେ ରାଜ୍ୟର ୧୧ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଅନୁଗୁଳ ୯ ଡିଗ୍ରୀ, ଝାରସୁଗୁଡା ୭.୨ ଡିଗ୍ରୀ, କେନ୍ଦୁଝର ୮.୯ ଡିଗ୍ରୀ, ସୁନ୍ଦରଗଡ଼ ୮.୬ ଡିଗ୍ରୀ, ଭବାନୀପାଟଣା ୯ ଡିଗ୍ରୀ, ବଲାଙ୍ଗୀର ୧୦ ଡିଗ୍ରୀ, ଫଲବାଣୀ ୭.୫ ଡିଗ୍ରୀ, ଦାରିଙ୍ଗିବାଡ଼ି ୧୦ ଡିଗ୍ରୀ, ଭଦ୍ରକ ୯.୫ ଡିଗ୍ରୀ, ନବରଙ୍ଗପୁର ୯ ଡିଗ୍ରୀ ଓ ରାଉରକେଲାର ତାପମାତ୍ରା ୫.୭ ଡିଗ୍ରୀ ରେକର୍ଡ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.4 ° C
    24.4 °
    24.4 °
    93 %
    1.3kmh
    54 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ