Sunday, October 4, 2026
24.6 C
Odisha

    ନୂଆପଡ଼ା ଜିଲ୍ଲା ବେଷ୍ଟ କ୍ୟାମ୍ପୋରି ଭାବେ ମନୋନୀତ

    ଆଗକୁ ପଢନ୍ତୁ

    ନୂଆପଡ଼ା : ନୂଆପଡା ଜିଲ୍ଲା ରାଜ୍ୟର ବେଷ୍ଟ କ୍ୟାମ୍ପୋରି ଭାବେ ମନୋନୀତ ହୋଇଛି। ଭୁବନେଶ୍ୱର ରାଜଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ହରିବାବୁ କମ୍ଭମପାଟି, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗଦେଇ ଜିଲ୍ଲାକୁ ପୁରସ୍କୃତ କରିଛନ୍ତି। ଜିଲ୍ଲାଶିକ୍ଷା ଅଧିକାରୀ କରୁଣାକର ଭୂଏ, ଜିଲ୍ଲା ଶାରୀରିକ କ୍ରୀଡ଼ା ଅଧିକାରୀ ମହେଶ କୁମାର ଦଣ୍ଡସେନା, ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ବୁଦ୍ଧିକୋମନାର ପ୍ରଧାନ ଶିକ୍ଷକ ଶଶୀ ପାତ୍ର ଉପସ୍ଥିତ ରହି ପୁରସ୍କାର ଗ୍ରହଣ କରିଥିଲେ। ଏହି ପୁରସ୍କାର ଜିଲ୍ଲାର ଶିକ୍ଷାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଆଣିଦେଇଛି। କାର୍ଯ୍ୟକ୍ରମରେ ସ୍କାଉଟ ମାଷ୍ଟର ପ୍ରଶାନ୍ତ ପ୍ରଧାନୀ ଓ ଗାଇଡ୍‌ ମଞ୍ଜୁଷା ମଞ୍ଜରୀ ଜଗତ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.6 ° C
    24.6 °
    24.6 °
    72 %
    1kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ