Thursday, April 30, 2026
28.1 C
Odisha

    ପଥର ଖାଦାନରୁ ନିଖୋଜ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର

    ଆଗକୁ ପଢନ୍ତୁ

    ଯାଜପୁର : ନିଖୋଜ ୬ ବର୍ଷ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର । ଜେନାପୁର ଥାନା ଚାର ଗୋଠ ଗାଁ ପରିତ୍ୟକ୍ତ ପଥର ଖାଦାନରୁ ଉଦ୍ଧାର ହୋଇଛି। ଶିଶୁପତ୍ରଟିକୁ ତାର ବାପା ମାରି ଫିଙ୍ଗି ଦେଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଗାଁରେ ଚାପା ଉତ୍ତେଜନା ଦେଖାଦେଇଥିବାବେଳେ ଘଟଣାସ୍ଥଳରେ ବ୍ୟାପକ ପୁଲିସ୍ ମୁତୟନ ହୋଇଛନ୍ତି। ଗତକାଲି ସନ୍ଧ୍ୟାରୁ ଶିଶୁ ପୁତ୍ରଟି ନିଖୋଜ ଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.1 ° C
    28.1 °
    28.1 °
    53 %
    2.1kmh
    93 %
    Thu
    27 °
    Fri
    36 °
    Sat
    41 °
    Sun
    42 °
    Mon
    39 °

    ସମ୍ବନ୍ଧିତ