Tuesday, March 10, 2026
36.4 C
Odisha

    ପାକିସ୍ତାନକୁ ସ୍ଥଳସେନା ମୁଖ୍ୟ ଦେଲେ କଡ଼ା ଚେତାବନୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ     :     ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ଆଜି ପଡ଼ୋଶୀ ପାକିସ୍ତାନକୁ ପୁଣି କଡ଼ା ଚେତାବନୀ ଦେଇଛନ୍ତି।  ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ସ୍ଥଳସେନା ମୁଖ୍ୟ ଜେନେରାଲ ଦ୍ବିବେଦୀ ଯୋଗଦେଇ ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଇଚନ୍ତି। ସେ କହିଛନ୍ତି, ୮୮ ଘଣ୍ଟାର ଅପରେଶନ ସିନ୍ଦୂର ଏକ ଟ୍ରେଲର ଥିଲା, ପୂରା ଫିଲ୍ମ ଏବେଚ ବି ବାକି ରହିଛି। ଯଦି କେହି ଆତଙ୍କୀଙ୍କୁ ପ୍ରୋତ୍ସାହିତ କରେ, କଡ଼ା ଜବାବ ଦେବୁ। ଭାରତୀୟ ସେନା ଯେ, କୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି। ଯଦି ପାକିସ୍ତାନ କିଛି ବି ସୁଯୋଗ ଦିଏ ଏହାର ଉଚିତ ଶିକ୍ଷା ଦିଆଯିବ ବୋଲି ଜେନେରାଲ ଦ୍ବିବେଦୀ ପ୍ରକାଶ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.4 ° C
    36.4 °
    36.4 °
    21 %
    3.4kmh
    0 %
    Tue
    37 °
    Wed
    38 °
    Thu
    38 °
    Fri
    40 °
    Sat
    40 °

    ସମ୍ବନ୍ଧିତ