Thursday, April 16, 2026
42.3 C
Odisha

    ପୁଅ ଆଗରେ ଛଟପଟ ହୋଇ ଚାଲିଗଲା ବାପାର ଜୀବନ

    ଆଗକୁ ପଢନ୍ତୁ

    କଣ୍ଟାବାଞ୍ଜି: ପୁଅ ଆଗରେ ଛଟପଟ ହୋଇ ଚାଲିଗଲା ବାପାଙ୍କ ଜୀବନ। ସବୁ ଦେଖୁଥିଲେ ସୁଦ୍ଧା କିଛି କରିପାରିଲେନି ପୁଅ। ପୁଅ ଦେଖୁଥିଲା ଆଉ ଜୀବନର ଶେଷ ନିଶ୍ୱାସ ନେଉଥିଲେ ବାପା। ଠିକ୍ ସେହିପରି କିଛି ଦିନ ତଳେ ପୁଅକୁ ମ୍ୟାଟ୍ରିକ ପରୀକ୍ଷା ଦେବାକୁ ସ୍କୁଟିରେ ନେଇଯାଉଥିଲେ ବାପା ମା’। ହେଲେ ଟ୍ରକ ସ୍ୱାମୀ ଆଉ ପୁଅଙ୍କ ଆଖି ସାମ୍ନାରେ ଟ୍ରକ ଚକା ତଳେ ଚାଲିଯାଇଥିଲା ମା’ର ଜୀବନ। ମା’କୁ ବଞ୍ଚାଇବାକୁ ଚାହିଁଲେ ବି ଆଉ ବଞ୍ଚାଇ ପାରିଲେନି। କାରଣ ଟ୍ରକ ଟକା ତଳେ ମାର ମୁଣ୍ଡ ପୁରା ଚଟଣୀ ହୋଇଯାଇଥିଲା।

    ଠିକ୍ ସେହିପରି ଆଜି କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡା ରାସ୍ତାରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ପୁଅର ଥିଲା +୨ ପରୀକ୍ଷା। ଆଉ ପୁଅକୁ କଲେଜ ନେଇ ଯାଉଥିଲେ ବାପା। ହେଲେ ହଠାତ୍ ଏକ ଅଜଣା ଗାଡି ଆସି ଧକ୍କା ଦେଇ ଚାଲିଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    42.3 ° C
    42.3 °
    42.3 °
    12 %
    4.4kmh
    2 %
    Thu
    43 °
    Fri
    43 °
    Sat
    43 °
    Sun
    44 °
    Mon
    44 °

    ସମ୍ବନ୍ଧିତ